Odia News Portal
Browsing Tag

International news

‘ଗୁପ୍ତଚର’ ବେଲୁନ୍ ପରଠାରୁ ଆମେରିକାର ଚୀନକୁ ଚେତାବନୀ; ଏଭଳି କାର୍ଯ୍ୟର ପୁନରାବୃତ୍ତି ନହେବା ଉଚିତ

ସନ୍ଦିଗ୍ଧ ‘ସ୍ପାଏ ବେଲୁନ୍‌’ ଘଟଣା ଯୋଗୁଁ ସମ୍ପର୍କ ବିଗିଡ଼ିବାକୁ ଯାଉଥିବା ବେଳେ ଶନିବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚୀନା ବୈଦେଶିକ ସଚିବ ୱାଙ୍ଗ୍‌ ୟିଙ୍କୁ ଭେଟି ସତର୍କ କରାଇ କହିଛନ୍ତି ଯେ, ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ହେବା ଅନୁଚିତ।

ଯୁଦ୍ଧ ପାଇଁ ସଙ୍କଟରେ ରୁଷ ଅର୍ଥନୀତି

ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ଆଉ କିଛିଦିନ ପରେ ବର୍ଷେ ପୂରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁ‌କ୍ରେନ ଉପରେ ଆକ୍ରମଣ କରିବା ଫଳରେ ରୁଷ ଅର୍ଥନୀତିକୁ କ୍ଷତି ସହିବାକୁ ପଡ଼ୁଛି। ଏକଦା ବିଶ୍ବର ୫ଟି ବଡ଼ ଅର୍ଥନୀତି ମଧ୍ୟରେ ରୁଷ୍‌କୁ ରଖିବାକୁ ପୁଟିନ ଯୋଜନା କରିଥିଲେ। କିନ୍ତୁ

ଚୀନରେ ଆଉ ଜଣେ ମହାଧନୀ ବ୍ୟକ୍ତି ନିଖୋଜ

ଚୀନ୍‌ରେ ସରକାରଙ୍କୁ ବିରୋଧ କରୁଥିବା ବ୍ୟକ୍ତି ନିଖୋଜ ହୋଇଯିବା କିଛି ନୂଆ ଘଟଣା ନୁହେଁ। ପୂର୍ବରୁ ଏପରି ଅନେକ ଥର ଘଟିଛି । ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଜାକ୍‌ ମା କିଛି ଦିନ ତଳେ ନିଖୋଜ ହୋଇଥିଲେ । ସରକାରଙ୍କ କିଛି ନୀତିକୁ ବିରୋଧ ପରେ ସେ ନିଖୋଜ ହୋଇଥିବା ସୂଚନା ମିଳିଥିଲା । ପରେ

୪୫୩ କର୍ମଚାରୀଙ୍କୁ ଛଟେଇ ଦେଲା ଗୁଗଲ୍

ବିଶ୍ବର ବଡ଼ ଇଣ୍ଟ‌ରନେଟ୍‌ କଂପାନି ଗୁଗଲ୍ ପକ୍ଷରୁ ଭାରତରେ ୪୫୩ କର୍ମଚାରୀଙ୍କୁ ବିଦା କରାଯାଇଛି। ବିଶ୍ବବ୍ୟାପୀ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କଂପାନିର ସିଇଓ ସୁନ୍ଦର ପିଚ୍ଚାଇ ଘୋଷଣା କରିଥିଲେ। କଂପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର କର୍ମଚାରୀଙ୍କୁ ଛଟେଇ

ଆଦାନୀ ବିବାଦ : ତୀବ୍ର ସମାଲୋଚନାର ଶିକାର ହେଲେ ନିବେଶକ ଜର୍ଜ ସରୋସ୍

ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିବେଶକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେଇଥିବା କୋଟିପତି ନିବେଶକ ଜର୍ଜ ସରୋସ୍‌ଙ୍କୁ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତୀବ୍ର ସମାଲୋଚନା କରିଛନ୍ତି। ବୈଦେଶିକ

ତୁର୍କୀ ଦେଇଥିବା ରିଲିଫ ସାମଗ୍ରୀକୁ ତୁର୍କୀ ସହାୟତାରେ ପଠାଇଲା ପାକିସ୍ତାନ

ଗତବର୍ଷ ପ୍ରଳୟଙ୍କରୀ ବନ୍ୟା ସମୟରେ ତୁର୍କୀ ପାକିସ୍ତାନକୁ ଯେଉଁ ରିଲିଫ୍‌ ସାମଗ୍ରୀ ପଠାଇଥିଲା ତାକୁହିଁ ପାକିସ୍ତାନ ଭୂମିକମ୍ପ ସହାୟତା ଭାବେ ପୁଣି ତୁର୍କୀକୁ ପଠାଇଥିବା କଥା ପାକିସ୍ତାନର ଜଣେ ସାମ୍ବାଦିକ ଦାବି କରିଛନ୍ତି। ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀକୁ ନିକଟ ଅତୀତରେ ପାକିସ୍ତାନ

ୟୁଟ୍ୟୁବର ମୁଖ୍ୟ ହେଲେ ଜଣେ ଭାରତୀୟ

ଭାରତୀୟ ବଂଶୋଦ୍ଭବ ଏବେ ସାରା ବିଶ୍ୱରେ ବହୁ ବଡ ପଦ ପଦବୀରେ ରହିଛନ୍ତି । ଅନେକ ବୈଶ୍ୱିକ କମ୍ପାନୀ ବା ଅନ୍ତର୍ଜାତୀୟ କମ୍ପାନୀର ମୁଖ୍ୟ ଭାବେ ଏମାନେ ଅବସ୍ଥାପିତ । ଗୁଗୁଲର ମୁଖ୍ୟ ସୁନ୍ଦର ପିଚାଇଙ୍କୁ ଅନେକ ଜାଣନ୍ତି । ମାଇକ୍ରୋସଫ୍ଟର ମୁଖ୍ୟ ଭାବେ ସତ୍ୟ ନାଦେଲ୍ କାର୍ଯ୍ୟ ତୁଲାଇଛନ୍ତି

ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେଲେ ‘କନ୍ତାରା’ ମୁଖ୍ୟ ନାୟକ ରିଷଭ ସେଟ୍ଟୀ

ଦାଦା ସାହେବ ଫାଲକେ ସମ୍ମାନ ପାଇଲେ ‘କନ୍ତାରା’ ଫେମ୍ ରିଷଭ ସେଟ୍ଟୀ। ଗତବର୍ଷ ନିଜ ବ୍ଲକବଷ୍ଟର ଫିଲ୍ମ କନ୍ତାରା ଜରିଆରେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ରିଷଭଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ

ୟୁକ୍ରେନ ଉପରେ ୩୬ କ୍ଷେପଣାସ୍ତ୍ର ମାଡ କଲା ରୁଷ

ରୁଷ୍ ଗତରାତିରେ ୟୁକ୍ରେନରେ ଭୟଙ୍କର ମିସାଇଲ ମାଡ଼ କରିଛି। ୟୁକ୍ରେନ ଭିତ୍ତିଭୂମି ଉପରେ ରୁଷ୍‌ ଗତକାଲି ୩୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ପୂର୍ବାଞ୍ଚଳ ସହର ବାଖମୁଟରେ ସମସ୍ତ ଅଞ୍ଚଳରେ ସ୍ଥିତି ଭୟାନକ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ରୁଷ୍‌ର

ଚୀନ ବେଲୁନ୍ ତଳକୁ ଖସାଇବା ପାଇଁ ସେ କୌଣସ କ୍ଷମା ମାଗିବେ ନାହିଁ:ଜୋ ବାଇଡେନ

ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ବାୟୁସେନା ଚୀନ୍ର ହାଇ-ଟେକ୍ ‘ସ୍ପାଏ ବେଲୁନ୍’କୁ ଖସାଇବା ବିଷୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଦିନ କହିଛନ୍ତି।ସେ କହିଛନ୍ତି, ରାଷ୍ଟ୍ରପତି ଜି’ଙ୍କ ସହିତ