Odia News Portal
Browsing Tag

International news

ସୁଧୁରିନି ତୁର୍କୀ ପରିସ୍ଥିତି, ଛାରକାର ପରେ ଚାଲିଛି ପୁନଃପ୍ରସ୍ତୁତି

ତୁର୍କୀରେ ଭୟଙ୍କର ଭୂକମ୍ପ ସବୁକିଛି ଛାରଖାର କରିଦେବାପରେ ତୁର୍କୀ ଏବେ ନୂଆ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି। ଭୂକମ୍ପ ଯୋଗୁଁ ଘର ହରାଇ ଦେଇଥିବା ୧୫ ଲକ୍ଷ ଲୋକଙ୍କ ପାଇଁ ଘର ନିର୍ମାଣ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଭୂକମ୍ପର ପ୍ରକୋପ ଏଯାଏଁ ସରିନି। ଶନିବାର ତୁର୍କୀରେ ପୁଣି ୫.୩

ତୁର୍କୀ ସିରିଆ ଭୂମିକମ୍ପ; ବଢୁଛି ମୃତ୍ୟୁ ସଂଖ୍ୟା

ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦ ହଜାର ଅତିକ୍ରମ କରିଛି। ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ତୁର୍କୀରେ ପ୍ରାୟ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି। ଏହାସହ ଦେଢ ଲକ୍ଷ ଲୋକେ ବାସହରା

ୟୁକ୍ରେନକୁ ଧ୍ୱଂସ କରିବାରୁ ରୁଷକୁ ସମ୍ଭବତଃ ଭାରତ ଓ ଚୀନ ହିଁ ରୋକିଛନ୍ତି – ବ୍ଲିଙ୍କେନ

ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନ୍‌କୁ ଧ୍ବଂସ କରିବାରୁ ରୁଷ୍‌କୁ ସମ୍ଭବତଃ ଭାରତ ଓ ଚୀନ୍‌ କ୍ଷାନ୍ତ କରାଇଛନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ସେ କହିଛନ୍ତି, ଭାରତ ଓ ଚୀନ୍‌ ବିରୋଧ କରି ନ ଥିଲେ, ଯୁଦ୍ଧର ଅବସାନ ଘଟାଇବା ଲାଗି ରୁଷୀୟ

ପ୍ରତିଆକ୍ରମଣ ଶକ୍ତି ପ୍ରଦର୍ଶନ କରିବା ପାଇଁ ପରିକ୍ଷାମୂଳକ କ୍ଷେପଣାସ୍ତ୍ର ପ୍ରୟୋଗ କଲା ଉତ୍ତର କୋରିଆ

ଶତ୍ରୁ ଶକ୍ତିମାନଙ୍କ ବିରୋଧରେ ଆଣବିକ ପ୍ରତିଆକ୍ରମଣ ପ୍ରଦର୍ଶନ କରିବା ଲାଗି ଆୟୋଜିତ ସମରାଭ୍ୟାସ ସମୟରେ ଆଜି ୪ଟି ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ର ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରିଥିବା କଥା ଉତ୍ତର କୋରିଆ କହିଛି ବୋଲି ‘ରଏଟର୍ସ’ ରିପୋର୍ଟ କରିଛି। ଉତ୍ତର କୋରିଆର ସରକାରୀ

ଭାରତ ପାକିସ୍ତାନ ମଧ୍ୟରେ ହେଉଥିବା କଳହର ମୁଖ୍ୟ କାରଣ ହେଉଛି ଆତଙ୍କବାଦ; ଭାରତ

ଗୁରୁବାର ଦିନ ଭାରତ, ପାକିସ୍ତାନ ବିପକ୍ଷରେ ଜାତିସଂଘ ସାଧାରଣ ପରିଷଦ୍‌ରେ ତା’ର ‘ଜବାବ ଅଧିକାର’ ପ୍ରୟୋଗ କରି ଇସ୍‌ଲାମାବାଦ୍‌କୁ ପରାମର୍ଶ ଦେଇଛି ଯେ, ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଯୋଗାଇ ଦେଉଥିବା ରାଷ୍ଟ୍ର ଭାବେ ସେ ନିଜର ପୁରୁଣା ରେକର୍ଡ ଉପରେ ଦୃଷ୍ଟି ପକାଉ। ଜାତିସଂଘ ସଂଯୁକ୍ତ

ଅନେକ ଧ୍ୱଂସାବଶେଷ, ଅଗଣତି ମୃତ୍ୟୁ ଓ ସ୍ଥାନାନ୍ତରଣ ମଧ୍ୟରେ ବର୍ଷେ ପୂରିଲା, ହେଲେ ତଥାପି ହେଉନାହିଁ ପରିସମାପ୍ତି

ରୁଷ୍‌ର ୟୁକ୍ରେନ୍ ଯୁଦ୍ଧକୁ ଆଜି (ଫେବ୍ରୁଆରି ୨୪) ବର୍ଷେ ପୂରୁଛି। ଏହି ଯୁଦ୍ଧ ଫଳରେ ୟୁକ୍ରେନ୍‌ର କୋଟି କୋଟି ଲୋକ ବିସ୍ଥାପିତ ହୋଇଛନ୍ତି ବା ଅନ୍ୟ ଦେଶରେ ଶରଣ ନେଇଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ୟୁକ୍ରେନ୍‌ର ଅନେକ ସହର ଏକପ୍ରକାର ଧ୍ବଂସ ପାଇଯାଇଛି। ଯୁଦ୍ଧ ଶେଷ ହେବାର

ବିମାନ ପାହାଚରେ ଆରୋହଣ କରିବା ବେଳେ ଝୁଣ୍ଟି ପଡିଲେ ଜୋ ବାଇଡେନ

ପୋଲାଣ୍ଡ୍‌ର ୱାର୍‌ସରେ ‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଆରୋହଣ କରିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଝୁଣ୍ଟି ପଡ଼ିଯିବା ପରି ମନେହେଉଛି। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାଇରାଲ୍‌ ହେଉଥିବା ଉକ୍ତ ଘଟଣାର ଭିଡିଓରେ ଦେଖାଯାଉଛି ଉପର ପାହାଚରେ ଝୁଣ୍ଟି ଜୋ

ତାଜିକିସ୍ତାନରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ

ଆଜି ପ୍ରତ୍ୟୁଷରେ ପୂର୍ବାଞ୍ଚଳ ତାଜିକିସ୍ତାନରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁ.ଏସ୍‌. ଜିଓଲୋଜିକାଲ୍‌ ସର୍ଭେ (ୟୁଏସ୍‌ଜିଏସ୍) କହିଛି। ସକାଳ ପ୍ରାୟ ୫.୩୭ରେ ଭୂଗର୍ଭର ପାଖାପାଖି ୨୦.୫ କିଲୋମିଟର୍‌ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିବା

ଅର୍ଥନୈତିକ ସ୍ଥିତିରେ ସମସ୍ତଙ୍କୁ ପଛରେ ପକାଇବ ଭାରତ; ଡାଲିଓ

ଆମେରିକାର କୋଟିପତି ବ୍ୟବସାୟୀ ରେ ଡାଲିଓ ଭାରତୀୟ ଅର୍ଥନୀତିକୁ ବହୁତ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ସାରା ବିଶ୍ୱ ଚକିତ ଆଖିରେ ଭାରତର ଜିଡିପି ଅଭିବୃଦ୍ଧିକୁ ଚାହିଁବ ବୋଲି ସେ କହିଛନ୍ତି । ଓ୍ବର୍ଲ ଗଭର୍ଣ୍ଣମେଣ୍ଟ ସମିଟ୍ ୨୦୨୩ରେ ଆମେରିକାର କୋଟିପତି ରେ ଡାଲିଓ କହିଛନ୍ତି ଯେ ଭାରତର

ପୁଣି ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତରକୋରିଆ

ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଏହା ହେଉଛି ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଉତ୍ତର କୋରିଆର ଦ୍ବିତୀୟ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ