Odia News Portal
Browsing Tag

India

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ  କମାଇବା ପରେ ରାଜନୀତି ଜୋର ଧରିଛି। କଂଗ୍ରେସର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ”ଏହି ନିଷ୍ପତ୍ତି ସରକାରଙ୍କ ହୃଦୟରୁ ନୁହଁ ବରଂ ଡରରେ ନିଆଯାଇଛି”। ଆଗାମୀ ଦିନରେ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଦିନକରେ ୧୨ ହଜାର ୮୮୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୨୧ ହଜାର ୨୫କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୪୬୨ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଉପନିର୍ବାଚନ ପରାଜୟ ପରେ ବୁଦ୍ଧି ଶିଖିଲେ କେନ୍ଦ୍ର ସରକାର । ତୈଳ ଦର ଉପରୁ ଏକସାଇଜ୍ ଡ୍ୟୁଟି କମାଇଛି କେନ୍ଦ୍ର । ପେଟ୍ରୋଲ ଓ ଡିଜେଲ ଦର କମିଛି । ଫଳରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ

କୋହଲିଙ୍କୁ ଗମ୍ଭୀରଙ୍କ ଚେତାବନୀ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଚାରିଆଡ଼େ ଚର୍ଚ୍ଚା । ଖେଳାଳୀଙ୍କ ସହ ସେମାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରୁଛନ୍ତି ପ୍ରଂଶସକ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୯୦୩ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଦିନକ ମଧ୍ୟରେ ୧୪,୧୫୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ୩,୩୬,୯୭,୭୪୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଦେଶରେ ଦୈନିକ ସଂକ୍ରମଣ ୧.୧୧% ଓ ସାପ୍ତାହିକ ସଂକ୍ରମଣ

ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ

ଆବୁଧାବି: ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ‌ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଆଫ୍‌ଗାନିସ୍ତାନ ରୂପରେ ଆଉ ଏକ ଉତ୍ସାହୀ ଓ ଆତ୍ମବିଶ୍ବାସରେ ଭରପୁର ପ୍ରତିପକ୍ଷକୁ ଭେଟିବ। ଅନଭିଜ୍ଞ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ପାଇସାରିଛି। ତା’ ଛଡ଼ା

ରୋହିତ ଶର୍ମା ହୋଇପାରନ୍ତି ଟିମ୍ ଇଣ୍ଡିଆ କ୍ୟପଟେନ

ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ ଏବେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଆଉ ସହଜ ହୋଇନାହିଁ । ଏଭଳି ସ୍ଥଳେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଟିମ୍ ଇଣ୍ଡିଆର ସେମିଫାଇନାଲ

ବ୍ୟାନ ହେବ କି ଆଇପିଏଲ? ଟ୍ୱିଟର ଚାଲିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ହେଉଛି ଆଇପିଏଲ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଏଭଳିକି କ୍ରିକେଟପ୍ରେମୀଙ୍କ ଲାଗି ଆଇପିଏଲ ଆସିଲେ ଏକ ଉତ୍ସବ ଭଳି ଲାଗେ । ବିଶ୍ୱରେ ଆଇପିଏଲର ଚାହିଦା ଦିନକୁ ଦିନ ବଢ଼ିବାରେ

କେବେ କମିବ ଗ୍ୟାସ ଦର

ନୂଆଦିଲ୍ଲୀ :  ପୁଣି ମହଙ୍ଗା ମାଡ଼ । ପେଟ୍ରୋଲ  ଡିଜେଲ ପରେ ବଢିଛି ଏବେ ଗ୍ୟାସ ସିଲିଣ୍ଡର । ଖାଉଟି ମୁଣ୍ଡରେ ଚଡ଼କ । ଗୋଟିଏ ପଟେ ମହାମାରୀ କରୋନା ଲୋକଙ୍କ ରୋଜଗାର ବନ୍ଦ କରିଦେଇଥିବାବେଳେ ଅନ୍ୟପଟେ ବଜାର ଦର ହୁ ହୁ ବଢିବା ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ନିତ୍ୟ ବ୍ୟବହାର୍ଯ୍ୟ ରନ୍ଧନ

ଜାଣନ୍ତୁ କଣ କଲେ ସେମିରେ ପହଞ୍ଚିବ ଭାରତ

ଦୁବାଇ: ଭାରତର ଲଗାତାର ପରାଜୟ ପରେ ଏବେ ଦଳ ଚିନ୍ତାରେ ରହିଛି । ସେମିଫାଇନାଲ ଆଶା ଏବେ ମଉଳିବାରେ ଲାଗିଛି । ତେବେ ଶେଷ ସମୟରେ ଭାରତ ସେମିକୁ ଯାଇପାରେ ବୋଲି ଆକଳନ କରାଯାଉଛି । କେବଳ ମ୍ୟାଚ୍ ଫଳାଫଳ ନୁହେଁ କିଛି ଚମକ୍ରାରୀ ହେଲେ ହିଁ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଦ୍ୱାର ଖୋଲିବ । ଆଉ