Odia News Portal
Browsing Tag

India

ଜିତିଲା ଭାରତ କାନ୍ଦିଲେ କମେଣ୍ଟେଟର

ଟିମ ଇଣ୍ଡିଆର ବିଜୟ ପରେ ଇତିହାସରେ ଯୋଡିହୋଇଥିଲା ଆଉ ଏକ ଅଧ୍ୟାୟ । ସାରା ଦେଶବାସୀ ଗର୍ବରେ ଫାଟିପଡୁଥିଲେ । ଆଉ କ୍ରୀଡାପ୍ରେମୀଙ୍କ ମହଲରେ କମ ନଥିଲା ଉତ୍ସାହ । ହେଲେ କମେଣ୍ଟ୍ରେି ରୁମର ଦୃଶ୍ୟ ଥିଲା କିଛି ଅଲଗା । ଆଉ ଏହି ଦୃଶ୍ୟକୁ ଯିଏବି ଦେଖିବ ସେ ବି ତାଜୁବ ହୋଇଯିବ । କାରଣ

ଆଜି ଦେଶରେ ୪୧ ହଜାର ୬୪୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୧ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯

ଆଜି ଦେଶରେ ୫୫୫ ମୁଣ୍ଡ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ହାର କମୁଥିବା ବେଳେ ମୃତ୍ୟୁ ସଂଖ୍ୟାର କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୪ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ

ସିରିଜ୍ ହାରିଲା ଭାରତ

କଲମ୍ବୋ: ଶେଷ ଟି-୨୦ ହାରିଲା ଭାରତ। ଏହା ସହ ସିରିଜ୍ ହାରିଲା ଦଳ। ପ୍ରଥମ ମାଚ ଜିତିଥିବା ବେଳେ ଶେଷ ୨ଟି ହାରିଛି ଭାରତ। ଆଜି ଭାରତ ପ୍ରଥମ ବାଟି କରି ମାତ୍ର ୮୧ ରନ କରିଥିଲା ଦଳ। ୮ ୱିକେଟ ହରାଇ ଭାରତ ୮୧ ରନ କରିଥିଲା। ଦଳ ପକ୍ଷରୁ କୁଲଦୀପ ଯାଦବ ଅଧିକ ରନ୍ କରିଛନ୍ତି। ଶ୍ରୀଲଙ୍କା ୧୪ ଓଭର

ସ୍ପିନ ବଲରେ ଘାଇଲା ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ

କଲମ୍ବୋ: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ସ୍ପିନରଙ୍କ ବଲରେ ଘାଇଲା ଖେଳାଳୀ । ୩୦ ରନରେ ୪ଟି ୱିକେଟ ହରାଇଛି ଟିମ୍ ଇଣ୍ଡିଆ । ହସରଙ୍ଗା ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଭୁବନେଶ୍ୱର କୁମାର ଏବଂ ନିତିଶ ରାଣା ଏବେ ଭାରତ ଲାଗି ବ୍ୟାଟିଂ ଜାରି ରଖିଛନ୍ତିି । ଶିଖର ଧାୱନ, ଋତୁରାଜ ଗାଇକୱାଡ,

ମ୍ୟାଚ ଆରମ୍ଭରୁ ଭାରତକୁ ଝଟକା

କଲମ୍ବୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ । ଶେଷ ଟି-୨୦ରେ ପ୍ରଥମ ଓଭରରୁ ଭାରତକୁ ଲାଗିଛି ପ୍ରଥମ ଝଟକା । ଅଧିନାୟକ ଧାୱନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଛନ୍ତି । କ୍ୟାଚ ଆଉଟ ହୋଇ ଧାୱନ ପାଭିଲିୟନ ଫେରିଯାଇଛନ୍ତି । ଏବେ ଋତୁରାଜ

ଆଜି ଦେଶରେ ୪୩ ହଜାର ୫୦୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୩୮,୪୬୫ ଜଣ କରୋନାରୁ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୩ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ କରୋନାଭାଇରସ୍ଜନିତ ନୂତନ

ହକିରେ ଭାରତର ଜବରଦସ୍ତ କମ୍‌ବ୍ୟାକ

ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ପଦକ ପାଇଛି । ଯାହା ପ୍ରଥମ ଦିନରେ ଭାରୋତ୍ତୋଳନରେ ମିରବାଇ ଚାନୁଙ୍କୁ ମିଳିଥିଲା । ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଫଳରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର

ପ୍ରଥମ ଟି୨୦ ଜିତିଲା ଭାରତ

କଲମ୍ବୋ: ପ୍ରଥମ ଟି୨୦ ଜିତିଲା ଭାରତ। ଘରୋଇ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଛି। ୧୬୫ ରନର ଲକ୍ଷକୁ ପିଛା କରିବାକୁ ଯାଇ ୨୨୬ରେ ଅଲଆଉଟ ହୋଇଛି ଦଳ। ୩ ମାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ୱିକେଟ ନେଇଥିଲେ। ସେପଟେ ସୂର୍ୟ୍ଯ କୁମାର