Odia News Portal
Browsing Tag

India

ସ୍ୱଦେଶ ଫେରିଲେ ପଦକ ବିଜେତା

ନୂଆଦିଲ୍ଲୀ: ଆଜି ଟୋକିଓରୁ ସ୍ବଦେଶ ଫେରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିପାଇଁ ଅଲିମ୍ପିକ୍ସ ହିରୋଙ୍କୁ ସ୍ବାଗତ ଜଣାଇବାକୁ ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ ଦେଖିବାକୁ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୩୫,୪୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୩୯,୬୮୬ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୪୦% ରହିଛି। ଏପର‌୍ୟ୍ୟନ୍ତ ଦେଶରେ ମୋଟ ୩,୧୧,୩୯,୪୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୦୨,୧୮୮ ଜଣ ସକ୍ରିୟ ରୋଗୀ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ ଆକ୍ରାନ୍ତ ସଂଖ୍ୟା ୪୦ ହଜାର ଅତିକ୍ରମ କରିଥିବା ବେଳେ ଏବେ ଏଥିରେ ସାମାନ୍ୟ ହ୍ରାସ ଘଟିଛି। ୨୪ ଘଣ୍ଟାରେ ଆଉ ୩୯,୦୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୩୪,୪୫୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ

ଆଜି ଦେଶରେ ୬୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ୬୧୭ ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ( ଶନିବାର ଦିନ ୮ଟା ସୁଦ୍ଧା) ଦେଶରେ ୩୮,୬୨୮ ନୂଆ କରୋନା ଆକ୍ରାନ୍ତ

ଗଲ୍ଫରେ ଭାରତକୁ ମିଳିପାରେ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରତ ପ୍ରଦର୍ଶନ ଧିରେ ଧିରେ ସ୍ୱଚ୍ଛଳ ହେବାରେ ଲାଗିଛି । ତେବେ ଚଳିତ ଅଲିମ୍ପିକ୍ସରେ ଭାରତକୁ ଗଲ୍ଫରେ ପଦକ ମିଳିବାର ଆଶା ରହିଛି । ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ତାଲିକାରେ ଯୋଡ଼ି ହୋଇପାରେ ଆଉ ଏକ ସ୍ୱର୍ଣ୍ଣ ପଦକ । ଗଲ୍ଫ ଷ୍ଟାର ଆଦିତି ଅଶୋକ ତାଙ୍କ ପ୍ରଦର୍ଶନ

ଭାରତର ପ୍ରଥମ ୱିକେଟର ପତନ

ନଟିଂହାମ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନ ଖେଳ ଜାରି ରଖିଛି ଭାରତ । ଲଞ୍ଚ ପୂର୍ବରୁ ଭାରତକୁ ଲାଗି ବଡ଼ ଝଟକା । ଭରଷାଯୋଗ୍ୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୧୦୭ଟି ବଲ ଖେଳି ୩୬ ରନ କରିଛନ୍ତି । ରବିନସନଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ

ଜାଣନ୍ତୁ ଆଜିଯାଏ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ କେତେଥର ପଦକ ଜିତିଛି

ଟୋକିଓ: ଜର୍ମାନୀକୁ ହରାଇ ଭାରତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଛି । ଦୀର୍ଘ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ପଦକ ହାସଲ କରିଛି । ତେବେ ନଜର ପକାନ୍ତୁ ଆଜିଯାଏଁ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ । ୧୯୨୮ ଆମଷ୍ଟରଡ୍ୟାମ ଅଲିମ୍ପିକ୍ସ- ସ୍ୱର୍ଣ୍ଣ ୧୯୩୨

ଦେଶରେ ଦିନକରେ ୫୩୩ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨

ଜବରଦସ୍ତ ବିଜୟ ସହ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ ହେବାର ଗୌରବ ଲାଭ କରିଛି। ଶେଷଥର ପାଇଁ ୧୯୮୦ରେ

ଦେଶରେ ୪୨, ୬୨୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ ପୁନଃ ବୃଦ୍ଧିଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୩୬,୬୬୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୭% ରହିଛି। ଏପର‌୍ୟ୍ୟନ୍ତ ଦେଶରେ ମୋଟ ୩,୦୯,୩୩,୦୨୨ ଜଣ