Odia News Portal
Browsing Tag

India

ଦେଶରେ ୪୦୩ ସଂକ୍ରମିତଙ୍କ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି। ଆଜି ସଂକ୍ରମଣ ସଂଖ୍ୟା ୩୦,୦୦୦ପାର କରିଥିବା ବେ‌ଳେ ମୃତ୍ୟୁସଂଖ୍ୟା ୪୦୦ଟପିଛି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ତୃତୀୟ ଲହରର ଆଶଙ୍କା ଜାରୀ ରହିଛି । ଇତି ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କେତେବେଳେ ବଢ଼ିବାରେ ଲାଗିଛି ତ କେତେବେଳେ କମିବାରେ ଲାଗିଛି ।ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ହ୍ରାସ ଘଟିଛି । ଶନିବାର ସକାଳେ ସ୍ୱାସ୍ଥ୍ୟ

ଭାରତକୁ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ

ନୂଆଦିଲ୍ଲୀ: ଭାରତ ସହ ଆମଦାନୀ, ରପ୍ତାନୀ ବନ୍ଦ କଲା ତାଲିବାନ। ଆଫଗାନିସ୍ତାନ ଦଖଲ କରିବା ପରେ ଗୋଟିଏ ଗୋଟିଏ ନିଷ୍ପତ୍ତି ବଦଳାଉଛି ତାଲିବାନ। ଏବେ ଭାରତର ସହ ଆମଦାନୀ ଓ ରପ୍ତାନୀ କାରବାର ତାଲିବାନ ବନ୍ଦ କରିଦେଇଛି। ଫେଡେରସନ ଅଫ ଇଣ୍ଡିଆ ଏକ୍ସପର୍ଟ ଅର୍ଗାନାଇଜେସନ ପକ୍ଷରୁ ଏହି ସୂଚନା

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୦୧ ଜଣ ନୂତନ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ ୩୯,୧୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଭାରତକୁ ଚେତାବନୀ ଦେଲା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ପ୍ରାନ୍ତ ଦଖଲ କରି ଚାଲିଛି ତାଲିବାନ । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ । ଏହା ମଧ୍ୟରେ ତାଲିବାନ ଭାରତକୁ ଦେଇଛି କଡା ଚେତାବନୀ । ବିଦ୍ରୋହୀ ସଂଗଠନର ମୁଖପାତ୍ର ସ୍ପଷ୍ଟ ଶବ୍ଦରେ କହିଛନ୍ତି,

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୪୦,୦୦୦ପାର କରିଥିବା ବେଳେ ଆଜି ସଂକ୍ରମଣ ୪୦,୦୦୦ପାଖାପାଖି ରହିଛି । ଏହା ସହ ମୃତ୍ୟୁସଂଖ୍ୟା ୪୦୦ଟପିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୪୦,୧୨୦ ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୫୮୫

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ନଟିଂହାମ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଦ୍ୱିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚଟି ଡ୍ର ହୋଇଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ପୁନର୍ବାର ବର୍ଷା ବାଧକ ସାଜିପାରେ ବୋଲି ମଧ୍ୟ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର‌୍ୟ୍ୟନ୍ତ ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଛି। ଦେଶରେ ଦୈନିକ

ନଜର ପକାନ୍ତୁ ଦେଶର କରୋନା ଅପଡେଟ ଉପରେ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୪୦,୦୧୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫% ହୋଇଛି। ଏହା ଏପର୍ଯ୍ୟନ୍ତ ସର୍ବାଧିକ ଆରୋଗ୍ୟ ହାର ବୋଲି ଜଣାଯାଇଛି।