Odia News Portal
Browsing Tag

India

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୪୨,୯୦୯ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୩୮୦ ଜଣଙ୍କର ମୃତ୍ୟୁ ହୋଇଛି ।

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ଅବନୀ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଛି ପାରାଅଲିମ୍ପିକ୍ସ । ରବିବାର ଜାତୀୟ କ୍ରୀଡ଼ାଦିବସରେ ଭାରତ ୩ଟି ପଦକ ଜିତିଥିବା ବେଳେ ଆଜି ୪ଟି ପଦକ ଜିତିଛି ଭାରତ । ସବୁଠାରୁ ଖୁସିର କଥା ହେଉଛି କି, ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଅବନୀ ଲଖେର । ୧୯ ବର୍ଷୀୟ ସୁଟର ମହିଳା ୧୦

ତୃତୀୟ ଟେଷ୍ଟ ହାରିଲା ଭାରତ

ଲଡର୍ସ: ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ୪ଦିନ ମଧ୍ୟରେ ଶେଷ ହୋଇଛି । ଭାରତ ୭୬ ରନର ଇନିଂସ ପରାଜୟ ବରଣ କରିଛି । ୫ ମ୍ୟାଚ ବିଶିଷ୍ଟ ସରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ଡ୍ର ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଜିତି ନେଇଥିଲା ବିରାଟ ବାହିନୀ । ଆଉ ତୃତୀୟ

ପରାଜୟ ପଥରେ ଭାରତ

ଲର୍ଡ୍ସ: ତୃତୀୟ ଟେଷ୍ଟ ଭାରତ ହାତରୁ ଖସିବାକୁ ଲାଗିଲାଣି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ୨ଟି ୱିକେଟ ଯାଇଥିଲା । ଆଜି ବିରାଟ ଓ ପୂଜାରା ଖେଳ ଆରମ୍ଭ କରିଥିଲେ । କିନ୍ତୁ ବେଶି ସମୟ ତିଷ୍ଟି ପାରି ନଥିଲେ । ପୁଜାରା ଆଉଟ ହେବା ପରେ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲିୟନ

ପାରାଲିମ୍ପିକ୍ସ ମହିଳା ଟେବୁଲ୍ ଟେନିସ୍ ଫାଇନାଲ୍‌ରେ ଭାବିନା ପଟେଲ

ଇତିହାସ ରଚିଲେ ଭାରତର ପାରା ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲ। ପାରାଲିମ୍ପିକ୍ସରେ ମହିଳା ଟେବୁଲ ଟେନିସ୍ ଫାଇନାଲ୍‌ରେ ଭାବିନା ପହଞ୍ଚି ଦେଶ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ସେମି ଫାଇନାଲ୍‌ରେ ଚୀନ ଖେଳାଳି ମିୟାଓ ଝାଙ୍ଗଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଊର୍ଦ୍ଧ୍ବ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୭୫୯ ନୂଆ କରୋନା ମାମଲା ରୁଜୁ ହୋଇଛି। ଦିନକରେ ୫୦୯ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୩୧

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୪୪,୬୫୮ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୪୯୬ ଜଣଙ୍କର ମୃତ୍ୟୁ ହୋଇଛି ।

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୬ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ ଅଧିକ ରହିଛି। ଗତକାଲି ରେକର୍ଡ ହୋଇଥିବା ସଂକ୍ରମଣ ସଂଖ୍ୟା ଠାରୁ ଆଜିର ସଂକ୍ରମଣ ସଂଖ୍ୟା ପ୍ରାୟ ୯ ହଜାର ଅଧିକ। କେନ୍ଦ୍ର ସ୍ବାସ୍ଥ୍ୟ

୩ୟ ଟେଷ୍ଟ, ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଲଡର୍ସ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ତୃତୀୟ ଟେଷ୍ଟ । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି । ତେବେ ଭାରତ ଏଯାବତ ମାତ୍ର ୩୦ ରନ କରିଥିବା ବେଳେ ୩ଜଣ ବ୍ୟାଟ୍ସମ୍ୟାନ ଆଉ ହୋଇସାରିଲେଣି । ଏବେ ରୋହିତ ଏବଂ ରାହାଣେ ବ୍ୟାଟିଂ ଜାରି ରଖିଛନ୍ତି । ରାହୁଲ ଆଜି ଖାତା ଖୋଲିନଥିବା ବେଳେ

ଆଜିଠୁ ଭାରତ- ଇଂଲଣ୍ଡ ୩ୟ ଟେଷ୍ଟ

ଲଡ୍‌ସ : ଆଜିଠାରୁ ହେଡିଂଲିର ଲିଡ୍‌ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ