ଗୁଳିମାଡ଼ିରେ ଆହତ ପରେ ମୁହଁ ଖୋଲିଲେ ଇମ୍ରାନ ଖାନ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ଆକ୍ରମଣ ପରେ ଗତକାଲି ଲାହୋରର ଏକ ଘରୋଇ ହସ୍ପିଟାଲରେ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନ କହିଛନ୍ତି, ସେ ଜାଣିଥିଲେ ତାଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି । ତାଙ୍କ ଗୋଡ଼ରେ ଚାରୋଟି ଗୁଳି ବାଜିଥିବା ଇମ୍ରାନ କହିଛନ୍ତି। ଏହି!-->…