ଚୀନ ଗସ୍ତରେ ଇମ୍ରାନ ଖାନ୍
ପାକିସ୍ତାନ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି, ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା। ସାଉଦି ଆରବରୁ ବହୁତ କଡ଼ା ସର୍ତ୍ତରେ ୩ ବିଲିୟନର କ୍ୟାଶ ରିଜର୍ଭ ହାସଲ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୩!-->…