ପ୍ରକାଶ ପାଇଲା IAS ଫଳାଫଳ
ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ମୋଟ ୭୫୯ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି । କନିଷ୍କ କଟାରିଆ ଆଇଏଏସ ଟପ୍ପର ହୋଇଥିବା ବେଳେ ଅକ୍ଷତ ଜୈନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଜୁନେଦ ଅହମ୍ମଦ, ଚତୁର୍ଥ ସ୍ଥାନରେ ଶ୍ରେୟାନ୍ସ…