ହୀରାକୁଦରେ ଖୋଲିଲା ୧୪ଟି ଗେଟ୍
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଖୋଲିଛି ଆଉ ୪ ଗେଟ୍ । ବର୍ତମାନ ହୀରାକୁଦରୁ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଉଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ଜଳଭଣ୍ଡାରର ଜଳଧାରଣ!-->…