ହିଜାବ ବିବାଦ:ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ସୁଯୋଗ
ହିଜାବକୁ ବିରୋଧ କରି ପରୀକ୍ଷା ଦେଇନଥିବା ଛାତ୍ରୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ମିଳିବନି ଅନୁମତି। ସେମାନଙ୍କ ପାଇଁ ପୁଣିରେ ପରୀକ୍ଷା ଆୟୋଜିତ ହେବ ନାହିଁ ବୋଲି ମନା କଲେ ଶିକ୍ଷା ମନ୍ତ୍ରୀ। କର୍ଣ୍ଣାଟକର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏଭଳି ଘୋଷଣା କରିଛନ୍ତି।!-->…