ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର() କୋଭିଡ -୧୯ ପ୍ରଭାବ ପରିବାରର ଆୟ ଉପରେ ପଡ଼ିଛି । ଏପରି ସ୍ଥଳରେ ପିଲାଙ୍କ ପାଠପଢ଼ା ଓ ସ୍କୁଲ ଫି’ ଅଭିଭାବକଙ୍କ ନିଦ ହଜାଇ ଦେଇଛି । ତେବେ ସ୍କୁଲ ଫି’ ହ୍ରାସ ଆବେଦନ ମାମଲାରେ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି । ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ…