ଲଞ୍ଚ ହେଲା ଇଲେକ୍ଟ୍ରିକ ସାଇକେଲ, ଦାମ ଜାଣନ୍ତୁ
ହିରେ ସାଇକେଲ୍ ଓ ଜାପାନର ୟାମାହା ମୋଟରସ ନିର୍ମାତା ମିଶିକରି ଏକ ଇଲେକ୍ଟିର୍କ ସାଇକେଲ୍ ନିର୍ମାଣ କରିଛନ୍ତି । ଏହା ଉଭୟ ବ୍ୟାଟେରୀ ଓ ପେଡାଲ ମାରିଲେ ଚାଲିବ । ଲଞ୍ଚ ହୋଇଥିବା ସାଇକେଲ୍ର ନାମ ଲେକ୍ଟ୍ରୋ ଇଏଚ୍ଏକ୍ସ୍୨୦ । ଏହାର ଦାମ ଏକ ଲକ୍ଷ ୩୦ ହଜାର ଟଙ୍କା ।
ଲେକ୍ଟ୍ରୋ…