ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍-ବି ସଂକ୍ରମିତ
ଭୁବନେଶ୍ୱର: ହେପାଟାଇଟିସ୍-ବି ଏଚ୍ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁ ବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ରୋଗର ଏକ ଭୟଙ୍କର ଦିଗ ହେଉଛି ବିଶ୍ୱରେ ୪୦ କୋଟି ଲୋକ!-->…