ନକଲି ଔଷଧର ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: ନକଲି ଔଷଧ କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରିବା ପରେ ରିପୋର୍ଟ ପ୍ରଦାନ କରିବେ । ଔଷଧ କେଉଁଠୁ ଆସି କେଉଁଠିକି ଯାଉଛି ତାହାର ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ମେଡିସିନ ଯୋଗାଇ!-->…