Odia News Portal
Browsing Tag

heat wave in odisha

ମାର୍ଚ୍ଚ ରୁ ମେ’ ରାଜ୍ୟରେ ଭୀଷଣ ତାତି

ଭୁବନେଶ୍ବର: ଫେବୃଆରୀ ଶେଷ ନହେଉଣୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଭୀଷଣ ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ lଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ଅସହ୍ୟ ହେବ । ଏହ ସହ କୋଙ୍କଣ ଗୋଆ ଓ

ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ୍

ଫେବ୍ରୁଆରି ଆରମ୍ଭ ରାଜ୍ୟରେ ଅସହ୍ୟ ଗରମ ।ରାଜଧାନୀ ଭୁବନେଶ୍ଵର ପାଲଟିଛି ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟ ସହରଗୁଡ଼ିକର ତାପମାତ୍ରା ବି ଅନୁରୂପ ଭାବେ ବଢ଼ି ଚାଲିଛି । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌

ଜଳୁଛି ରାଜଧାନୀ: ୪୦ ଡିଗ୍ରୀ ଛୁଇଁବ ପାରଦ !

ଭୁବନେଶ୍ୱର: ଲଗାତାର ଦୁଇଦିନ ହେବ ରାଜଧାନୀ ଭୁବନେଶ୍ଵର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ରେ ଆସି ପହଞ୍ଚିଛି । ତେବେ ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ, ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ୨/୩ ଦିନ