ଗଣ୍ଡି, କଟାମୁଣ୍ଡର ହେବ ଡିଏନ ପ୍ରୋଫାଇଲିଂ
ଭୁବନେଶ୍ୱର: ଚନ୍ଦକା ଦାସପୁର ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ପୋଷ୍ଟମର୍ଟମ ପାଇଁ ପଠାଗଲା ଜବତ କଟାମୁଣ୍ଡ | ଗଣ୍ଡି ଏବଂ ମୁଣ୍ଡ ସମାନ ମହିଳାଙ୍କର କି ନାହିଁ ତାହା ପରୀକ୍ଷା କରାଯିବ | ଜବତ ଗଣ୍ଡି ଏବଂ ମୁଣ୍ଡ ମୃତ ମହିଳାଙ୍କର କି ନୁହଁ ତାହା ଡିଏନ ପ୍ରୋଫାଇଲିଂ ଦ୍ୱାରା ଜଣାଯିବ |!-->…