କେଶ ଝଡ଼ୁଛି କି? ଅପାଣାନ୍ତୁ ଏହି ଉପାୟ
ଭୁବନେଶ୍ୱର: ପାଞ୍ଚଟି ଖାଦ୍ୟ ଯାହାକୁ ଭୋଜନରେ ସାମିଲ କରିବା ଦ୍ବାରା ଆପଣ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଅଣ୍ଡା: ଭିଟାମିନରେ ଭରପୁର ଅଣ୍ଡା କେଶର ବିକାଶ ଓ ସ୍ୱାସ୍ଥ୍ୟ ପାଇଁ ହିତକାର । ଅଣ୍ଡାରେ ଅଲିଭ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଏହାକୁ ମୁଣ୍ଡରେ!-->…