Odia News Portal
Browsing Tag

GST Council Meeting

କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ

ନୂଆଦିଲ୍ଲୀ: ଜିଏସଟି ପରିଷଦ କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଆମଦାନୀ ଉପରେ ଏହି ଶୁଳ୍କ ରିହାତି ମିଳିବ ବୋଲି ସୀତାରମଣ କହିଛନ୍ତି। ଏଥିରେ ବ୍ଲାକ

୩୩ ସାମଗ୍ରୀ ଉପରୁ ଜିଏସଟି ହ୍ôାସ

ସିନେମା ପ୍ରେମିଙ୍କ ପାଇଁ ଖୁସି ଖବର । ୧୦୦ଟଙ୍କାରୁ କମ୍ ମୂଲ୍ୟର ସିନେମା ଟିକେଟ ଉପରୁ କେନ୍ଦ୍ର ସରକାର ଜିଏସଟି ୧୦ଭାଗ କମାଇଦେଇଛନ୍ତି । ଏଥି ସହିତ ୩୩ଟି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ମଧ୍ୟ କେନ୍ଦ୍ର ସରକାର ଜିଏସଟି କମାଇଦେଇଛିନ୍ତି । ଏହି ସାମଗ୍ରୀ ମଧ୍ୟରେ ଅଛି ଡିଜିଟାଲ କ୍ୟାମେରା ,ଟିଭି…