୧୪୩ଟି ସାମଗ୍ରୀ ଉପରେ ବଢ଼ିପାରେ ଜିଏସଟି ହାର
୧୪୩ଟି ଆଇଟମ୍ ଉପରେ ଜିଏସଟି ସ୍ଲାବ୍ ବୃଦ୍ଧି କରିବାକୁ ଜିଏସଟି ପରିଷଦ ରାଜ୍ୟମାନଙ୍କଠାରୁ ପରାମର୍ଶ ଲୋଡିଛି। ଯଦି ଏହି ପ୍ରସ୍ତାବରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ, ତେବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ଆହୁରି ବଢ଼ିବ | ଜିଏସଟି ସ୍ଲାବ୍ ବୃଦ୍ଧି ପ୍ରସ୍ତାବ ନେଇ କେନ୍ଦ୍ରକୁ!-->…