ମାସ୍କ ନପିନ୍ଧିଲେ ୨ ହଜାର ଜରିମାନା , ଦ୍ୱିତୀୟ ଥର ୫ ହଜାର
ଭୁବନେଶ୍ବର: ମାସ୍କ ପିନ୍ଧୁ ନଥିବା ଅମାନିଆ ଏବେ ସାବାଡ଼ ହେବେ । କାରଣ ରାଜ୍ୟ ସରକାର ମାସ୍କ ବ୍ୟବହାର ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଲୋକ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଗଣିବେ। ସେହି ବ୍ୟକ୍ତି ଦ୍ବିତୀୟ ଥର ମାସ୍କ ପିନ୍ଧି ନଥିଲେ ୫!-->…