ଗୁଗୁଲ ଉପରେ ଲାଗିଲା ନ୍ୟୁଜ୍ କପିରାଇଟ୍ ମାମଲା
ଫ୍ରାନ୍ସ କମ୍ପିଟେସନ ରେଗ୍ୟୁଲେଟର ମଙ୍ଗଳବାର ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲଙ୍କୁ ୫୦୦ ନିୟୁତ ୟୁରୋ (୫୯୨ ନିୟୁତ ଡଲାର) ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ପାଳନରେ ବିଫଳତା ଲାଗି ନିୟାମକ ଏହି ଜରିମନା ନିର୍ଦ୍ଦେଶ ଦେଇଥିବା ବେଳେ କୌଣସି କମ୍ପାନୀଙ୍କୁ କମ୍ପିଟେସନ!-->…