ରୁଷକୁ ଆଉ ଏକ ଝଟକା,ପ୍ଲେ ଷ୍ଟୋରରୁ ଗୁଗଲ ବ୍ଲକ କଲା ସରକାରୀ ମିଡିଆ ଆପ୍
ୟୁକ୍ରେନ୍ ଉପରେ ଯୁଦ୍ଧ କରିବାର ନିଷ୍ପତ୍ତି ପାଇଁ ରୁଷ ଏବେ ଅଡୁଆରେ। ବହୁ ପାଶ୍ଚାତ୍ୟ ଦେଶ ଆର୍ଥିକ କଟକଣା ଲାଗୁ କରିବା ପରେ ଏବେ ଗୁଗଲ ରୁଷର ମିଡିଆ ଚ୍ୟାନେଲ ଗୁଡିକୁ ବ୍ଲକ କରିଛି। ଏ ସମ୍ପର୍କରେ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ଆରଟି ନ୍ୟୁଜ୍ ଓ!-->…