ଜୁଲାଇ ୨୨ରେ ସଂସଦ ଘେରିବେ ଚାଷୀ
ନୂଆଦିଲ୍ଲୀ: ପୁଣି ତେଜିଲା କୃଷକ ଆନ୍ଦୋଳନ । ଆସନ୍ତା ୨୨ ତାରିଖରେ ସଂସଦ ଘେରିବେ ଚାଷୀ । ୨୦୦ ଚାଷୀ ସଂସଦ ଘେରିବେ ବୋଲି କୁହାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ । ସେ କହିଛନ୍ତି କୃଷି ଆଇନ ପ୍ରତ୍ୟାହାରକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବାର ଅଛି ।!-->…