ବଡ ଆନ୍ଦୋଳନ ପାଇଁ ସଜବାଜ
କୃଷି ଆଇନ ରଦ୍ଦ ବିଲକୁ କ୍ୟାବିନେଟର ମଞ୍ଜୁର ପରେ ବି, ଚାଷୀ ସଂଗଠନ ଶାନ୍ତ ପଡି ନାହାଁନ୍ତି । ଏବଂ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । କାଲି କୃଷକ ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଏମଏସପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା!-->…