ଫ୍ୟାମିଲି କୋର୍ଟରେ ହୋଇପାରେ ବର୍ଷା ଅନୁଭବଙ୍କ ଶୁଣାଣୀ
ବର୍ଷା ଅନୁଭବ ବିବାଦ ମାମଲାକୁ ନେଇ କଟକ ଫାମିଲି କୋର୍ଟରେ ଶୁଣାଣି ହେବାର ସମ୍ଭାବନା ଅଛି । ଅନୁଭବଙ୍କ ଛାଡପତ୍ର ଆବେଦନ ତେଣେ ନିଜ ବିବାହକୁ ସ୍ଥାୟୀ କରାଇବାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଯେଉଁ ପୃଥକ୍ ପୃଥକ୍ ଆବେଦନ ମାନ କରିଛନ୍ତି ତା ଉପରେ ଆଜି ଶୁଣାଣି ହେବାର ଅଛି । ତେବେ ବିଷୟ ହେଉଛି!-->…