ଅତି ଭୟଙ୍କର ସାମୁଦ୍ରିକ ଝଡ ଫାଇଲିନକୁ ପୁରିଲା ୮ ବର୍ଷ
ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନ। ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା। ୨୦୧୩ ଅକ୍ଟୋବର ମାସର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଏହି ଭୟଙ୍କର ବାତ୍ୟା। ଲ୍ୟାଣ୍ଡଫଲ ସ୍ଥାନ ଥିଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର। ବର୍ଷାପବନରେ ଛାରଖାର ହୋଇଥିଲା!-->…