Odia News Portal
Browsing Tag

eyes problem

ଦୃଷ୍ଟିଶକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ……

ଭୁବନେଶ୍ୱର: ଆଜିକାଲି ଅଧିକାଂଶ ଲୋକେ ସାଧାରଣତଃ କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି । ମୋବାଇଲ ଓ କମ୍ପ୍ୟୁଟରରୁ ବାହାରୁଥିବା ଆଲୋକ ଦୃଷ୍ଟି ଶକ୍ତିକୁ କମ କରିଥାଏ | ସେହିଭଳି ବଦଳୁଥିବା ଜୀବନଚର୍ଯ୍ୟା ସହିତ ଆଖିର ଦୃଷ୍ଟି ଶକ୍ତିର ମଧ୍ୟ ସମସ୍ୟା ଦେଖାଯାଏ । ଆଖି

ଆଖିରୁ ପାଣି ବାହାରୁଛି କି ?

ଆଖି ଏକ ଗୁରୁତ୍ୱପୁର୍ଣୃୂ ଅଙ୍ଗ । ହେଲେ ମଣିଷ ତାର ବ୍ୟସ୍ତ ବହୁଳ ଜୀବନରେ ନିଜର ଯନô୍ ନେବା କଷ୍ଟ ହୋଇଥାଏ । କମ ଆଲୋକରେ କାମ କରିବା ଦ୍ୱାରା ଆଖିରୁ ପାଣି ବାହାରିଥାଏ । କେବେ କେବେ ଶରୀର କମଜୋର ହେତୁ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଥାଏ । ଠିକ ସମୟରେ ଚିକିତ୍ସା କରା ନଗଲେ ବିଭିନ୍ନ…