ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସହରରେ ସାତୋଟି ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହେବ ଏବଂ ଧୀରେ ଧୀରେ ଅଧିକ ଷ୍ଟେସନ୍ ସାଧାରଣ ତଥା ସାଧାରଣ ପରିବହନ ଯାନ ବ୍ୟବହାର ପାଇଁ ଆସିବ । ଭାରତରେ ଇଭି ଭିତ୍ତିଭୂମିରେ ପ୍ରତିଷ୍ଠିତ କମ୍ପାନୀ ଗୁଡିକର ମୁଖ୍ୟ ମାନଙ୍କ ଉପସ୍ଥିତିରେ!-->…