Odia News Portal
Browsing Tag

election

ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ତିର୍ତ୍ତୋଲ() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ପଞ୍ଚମ ରାଉଣ୍ଡ ସୁଦ୍ଧା  ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୨୧୯୯୬ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୩୮୮୨ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ…

୧୨ଟା ସୁଦ୍ଧା ଏନଡିଏ ଆଗୁଆ

ପାଟନା() ବିହାର ଫଳାଫଳ ଉପରେ ପୁରା ଦେଶର ନଜର । କାରଣ ଏହି ରାଜ୍ୟର ଫଳାଫଳ ଆଗକୁ ହେବାକୁ ଥିବା ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ସବୁ ଏଗଜିଟ୍ ପୋଲ୍ ତେଜସ୍ୱୀଙ୍କ ରାଜ୍ୟାଭିଷେକ ଏକରକମ କରି ସାରିଥିଲେ । ଦିନ ୧୨ ଟା ସୁଦ୍ଧା ବିହାର…

ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ

ବାଲେଶ୍ୱର() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ୪୪୪୫ ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୧୧,୪୦୪ ଭୋଟ୍, ବିଜେପି…

ପୋଷ୍ଟାଲ ବାଲାଟ ପରେ ଇଭିଏମ୍ ଗଣତି

ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ୨ଟି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ସିଇଓ କହିଛନ୍ତି ଯେ, ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । କୋଭିଡ କଟକଣା ପାଇଁ…

ହ୍ୱାଇଟ ହାଉସ ଦୌଡରେ ବିଡେନ ଆଗୁଆ, ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା

ନ୍ୟୁୟର୍କ()  ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡ୍ରାମା ଥମିବାର ନାମ ନେଉନାହିଁ । ହ୍ୱାଇଟ ହାଉସ ପାଇଁ ଚାଳିଥିବା ଦୌଡରେ ଜୋ ବିଡେନ ଆଗୁଆ ରହିଥିବା ବେଳେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ । ବର୍ତ୍ତମାନ ସୁଦ୍ଧା ବିଡେନ ୨୬୪ ଇଲେକ୍ଟୋରାଲ ଭୋଟ ପାଇଥିବା…

ବାଲେଶ୍ବର ଓ ତିର୍ତ୍ତୋଲରେ କିଏ ମାରିବ ବାଜି ?

ଭୁବନେଶ୍ବର () ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ପାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଛି । ହେଲେ ମତଦାନ ପରେ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି ମିଶାଣ ଫେଡାଣ । କିଏ କେତେ ପାଇବ ଓ କିଏ କେତେ ଭୋଟରେ ଜିତିବ, ଏନେଇ ବିଭିନ୍ନ ସ୍ତରରେ ଚାଲିଛି ତର୍ଜମା । ତେବେ ତୃଣମୂଳ…

ସୁରୁଖୁରୁରେ ଶେଷ ହୋଇଛି ଉପ-ନିର୍ବାଚନ

ବାଲେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସିଇଓ ଲୋହାନୀ କହିଛନ୍ତି ଯେ, ‘ ସୁରୁଖୁରୁରେ ଉପ-ନିର୍ବାଚନ ଶେଷ ହୋଇଛି । ପୋଷ୍ଟାଲ ବାଲାଟ୍ ପାଇଁ…

ଟ୍ରମ୍ପଙ୍କ ଠାରୁ ଆଗରେ ଜୋ ବାଇଡେନ୍

ନୂଆଦିଲ୍ଲୀ()  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରୁ କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି…

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧,୩୬%, ତିର୍ତ୍ତୋଲରେ ୩୯.୬୮%

ଭୁବନେଶ୍ୱର()  ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରିରହିଛି । ସକାଳ ୭ ଟାରୁ ଭୋଟ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମତଦାନ ଚାଲିବ । ତେବେ ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬.୬% ମତଦାନ…

ଭୋଟ ବ୍ୟବଧାନକୁ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର()   ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନପାଇଁ ଆଜି ଭୋଟଗ୍ରହଣ ହେଉଥିବାବେଳେ ଭୋଟ ବ୍ୟବଧାନକୁ ନେଇ ନେତାଙ୍କ ରକ୍ତଚାପ ବଢିବାରେ ଲାଗିଛନ୍ତି । ଅତି କମ୍‍ରେ ଆଉ ୭ଦିନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ । କାରଣ ଏହି ଭୋଟ ବ୍ୟବଧାନ ଉପରେ ଅନେକନେତାଙ୍କ ଭାଗ୍ୟ ଓ…