Odia News Portal
Browsing Tag

Education

ସ୍କୁଲ କଲେଜ ଖୋଲିବା ପୂର୍ବର ଛାତି ଧଡ଼ ଧଡ଼

ଭୁବନେଶ୍ୱର : ସୋମବାରରୁ ସ୍କୁଲ କଲେଜ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲା ଶ୍ରେଣୀରେ ଯାଇ ପାଠ ପଢିବାକୁ ସରକାର କହିଛନ୍ତି । ଅବଶ୍ୟ ଯିଏ ନଯିବ ସିଏ ଘରେ ପୂର୍ବଭଳି ଅନ୍‌ଲାଇନରେ ପଢିବ ବୋଲି କୁହାଯାଇଛି । ତେବେ ସ୍କୁଲ କଲେଜ ଖୋଲିବା କଥା ଶୁଣି ପିଲଙ୍କ ଗୋଡ ତଳେ ଲାଗୁନଥିବାବେଳେ

ଆସନ୍ତାକାଲି ପ୍ରକାଶ ପାଇବ ସୈନିକ ସ୍କୁଲର ପ୍ରବେଶିକା ପରୀକ୍ଷାର ମେରିଟ୍ ଲିଷ୍ଟ୍‌

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ସୈନିକ ସ୍କୁଲର ପ୍ରବେଶିକା ପରୀକ୍ଷାର ମେରିଟ୍ ଲିଷ୍ଟ୍ । ରାଜଧାନୀସ୍ଥିତ ସୈନିକ୍ ସ୍କୁଲର ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ଅଖିଳ ଭାରତୀୟ ସୈନିକ୍ ସ୍କୁଲ୍ ପ୍ରବେଶିକା ପରୀକ୍ଷା-୨୦୨୧ର ଚୂଡ଼ାନ୍ତ ମେରିଟ୍ ତାଲିକା ଏବଂ ପ୍ରତୀକ୍ଷା ସୂଚୀ ପ୍ରକାଶ ପାଇଛି

ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । ଦେଶରେ କୋଭିଡ଼ ଦ୍ବିତୀୟ ଲହରକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ସିବିଏସଇ ଭଳି ଇଣ୍ଡିଆନ୍ ସ୍କୁଲ

ଏଫଏମ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ ତ୍ରିପାଠୀ

ଭୁବନେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀଲାଲ ଗୁରୁବାର ୪ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ତ୍ରିପାଠୀ ଉତ୍କଳ

ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା, ସଶକ୍ତିକରଣ ଏବଂ ଭିନ୍ନକ୍ଷମ ବିଭାଗ ଏବଂ ଅନ୍ୟ ଘରୋଇ ଓ ସରକାରୀ ସ୍କୁଲ

ଆସନ୍ତା ୨୩ରୁ ମିଳିବ ମେଟ୍ରିକ ପ୍ରମାଣପତ୍ର

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଗତ ଜୁନ ୨୫ ତାରିଖରେ ପ୍ରକାଶିତ ଚଳିତ ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳର ପ୍ରମାଣପତ୍ରଗୁଡ଼ିକ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ କିମ୍ବା ନିର୍ଦ୍ଧାରିତ ହେଡ୍କ୍ୱାର୍ଟର ବିଦ୍ୟାଳୟରେ ଜୁଲାଇ ୨୨ ସୁଦ୍ଧା

ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲଯିବା ନେଇ ସୂଚନା ଦେଇଛନ୍ତି । ସମସ୍ତ ସରକାରୀ ସ୍କୁଲ ଏବଂ ବେସରକାରୀ ସ୍କୁଲ

ଖୋଲିପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ

ବନେଶ୍ୱର: ଆଉ ଅଳ୍ପ ସମୟ ପରେ ଗଣଶିକ୍ଷା ସଚିବଙ୍କ ପ୍ରେସମିଟ୍ । ଅପରାହ୍ନ ସଢ଼େ ୪ଟାରେ ପ୍ରେସମିଟ୍ ହେବା ନେଇ ସୂଚନା । ତେବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ନେଇ ଘୋଷଣା କରାଯିବ ବୋଲି କୁହାଯାଉଛି । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବା ସହ ପାଠପଢ଼ା ଆରମ୍ଭ ହେବ ସୂଚନା ମିଳିଛି ।

୧୫ ବର୍ଷରେ ସୋଆ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଭୁବନେଶ୍ୱର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର

ମେଟ୍ରିକ ଅନଲାଇନ୍ ଫର୍ମଫିଲପର ଆଜି ଶେଷଦିନ, ଜାଣନ୍ତୁ କେତେଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି

ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପାଇଁ ବୁଧବାର ଶେଷ ଦିବସ । ବିକଳ୍ପ ମୂଳ୍ୟାୟନ ପଦ୍ଧତିରେ ଦିଆଯାଇଥିବା ମାର୍କରେ ଅସନ୍ତୁଷ୍ଟ ପିଲାଙ୍କ ଅଫଲାଇନ୍ ପରୀକ୍ଷା କରାଯିବ । ତେବେ ଚଳିତ ମାସ ୫ରୁ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ