Odia News Portal
Browsing Tag

Education

ଆଜିଠୁ ଆରମ୍ଭ ଯୁକ୍ତ ୩ ଆଡମିଶନ ପାଇଁ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୩ ଆଡମିଶନ ପାଇଁ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ www.samsodisha.gov.inରେ ସିଏଏଫ୍‌ ଫର୍ମ ପୂରଣ କରିବେ । ସେପ୍ଟେମ୍ବର ୪ ତାରିଖ ଯାଏଁ କରିହେବ ଆବେଦନ। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୧୪ ତାରିଖ

ୟୁଟ୍ୟୁବରେ ପାଠ ପଢ଼ିବେ +୨ ଛାତ୍ର ଛାତ୍ରୀ

ଭୁବନେଶ୍ୱର: ୟୁଟ୍ୟୁବ୍ରେ ପାଠ ପଢିବେ ଏକାଦଶ ଓ ଦ୍ଵାଦଶ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢା ଯାଉଥିଲା। ଏହା ସଫଳ ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢାଯିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ। ଯେଉଁ

ଅଗଷ୍ଟ ୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ଅନଲାଇନରେ ଆବେଦନ କରିହେବ । ଏହାପରେ ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମସ ପୋର୍ଟାଲରେ

ରାଜ୍ୟରେ ଆରମ୍ଭ ହେଲା ନବମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ନବମ ଶ୍ରେଣୀରେ ପାଠପଢ଼ା । କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି କ୍ଲାସରୁମରେ ପାଠପଢ଼ା ଆରମ୍ଭ ହୋଇଛି । ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ଆସିଛନ୍ତି ସ୍କୁଲ । ସକାଳ ୯ଟାରୁ କ୍ଲାସ ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୨ଟାରେ

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । କଳାରେ ରେଗୁଲାର ପାସ ହାର ୯୮.୫୮% ରହିଛି । ୧ ଲକ୍ଷ ୮୯ ହଜାର ୩୬୩ ପରୀକ୍ଷାଥୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପାସ କରିଛନ୍ତି । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ପାସ୍ କରିଛନ୍ତି । ରେଗୁଲାର ଦ୍ୱିତୀୟ

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ

ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷାଫଳ । କୋରୋନା ମହାମାରୀ ଯୋଗୁଁ ଏ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ପଡିଥିଲା । ତେଣୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ଗତ ଜୁଲାଇ ୩୧

ସେପ୍ଟେମ୍ବର ୬ରୁ ୧୮ OJEE ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE ପରୀକ୍ଷା  ଆସନ୍ତା ସେପ୍ଟେମ୍ବର ୬ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୮ ତାରିଖ ଯାଏଁ ଜାରି ରହିବ। ଏନେଇ  ଓଜେଇଇ ପକ୍ଷରୁ ବିଜ୍ଞପ୍ତି  ପ୍ରକାଶ ପାଇଛି। ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୩ଟି ଲେଖାଏଁ

ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । orissaresult.nic.inରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ତେବେ ଚଳିତବର୍ଷ ରେଜଲ୍ଟ କଣ ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର । ୨ଲକ୍ଷ ୨୧ହଜାର

ଆଜିଠୁ ଯୁକ୍ତ ୨ ଲାଗି ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ୨ ନାମଲେଖା ନେଇ ଆଜିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସେପ୍ଟେମ୍ବର ୫ପର୍ଯ୍ୟନ୍ତ ଆବେଦନ

ସିବିଏସଇ ଢ଼ାଞ୍ଚାରେ ଓଡ଼ିଶାରେ ହେବ ନବମ ଓ ଦଶମ ପରୀକ୍ଷା

ଭୁବନେଶ୍ୱର: ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ହେବ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ଟର୍ମରେ ପରୀକ୍ଷା ହେବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ବି ନୂଆ ସର୍କୁରାଲ ଜାରି ହୋଇଛି ।ମାଧ୍ୟମିକ