Odia News Portal
Browsing Tag

economics

ଆୟକର ବିଭାଗର ବଡ ଅଭିଯୋଗ; ଟିକସ ପୈଠ କରିନି ବିବିସି

ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ ତିନିଦିନ ଧରି ସର୍ଭେ ଗତକାଲି ଶେଷ ହେବା ପରେ ଆୟକର ବିଭାଗ ପକ୍ଷରୁ ଆଜି ଏହା ବିରୋଧରେ ବଡ଼ ଅଭିଯୋଗ ଅଣାଯାଇଛି। ଭାରତରେ ବିବିସିର ପରିଚାଳନା ଯେଉଁ ସ୍ତରରେ ରହିଛି ସେହି ଅନୁପାତରେ ଆୟ କିମ୍ବା ଲାଭ ଏହି ସଂସ୍ଥା ଦର୍ଶାଉନାହିଁ। ଇଂରାଜୀ

ୟୁଟ୍ୟୁବର ନୂଆ ସିଇଓ ହେବେ ନିଲ୍ ମୋହନ

ଗୁଗୁଲ୍‌ର ଅନ୍‌ଲାଇନ୍‌ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ର ସିଇଓ ପଦରୁ ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କଂପାନିର ନୂଆ ସିଇଓ ଭ‌ାବେ ପ୍ରବାସୀ ଭାରତୀୟ ନିଲ୍ ମୋହନଙ୍କୁ ନିଯୁକ୍ତ କରାଯିବ। ଷ୍ଟାନ୍‌‌ଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିବା ନିଲ୍

ସୁନା ଦର ଶସ୍ତା ହେବା ବେଳେ ବୃଦ୍ଧି ପାଇଲା ରୂପା ଦର

ଭାରତୀୟ ସର୍ରାଫା ବଜାରରେ ଆଜି ଅର୍ଥାତ ୨୦୨୩ ମସିହା ଫେବୃଆରି ୧୬ ତାରିଖରେ ରୁପା ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ସୁନା ଦର ହ୍ରାସ ହୋଇଥିବା ଖବର ମିଳିଛି। ସୁନା ଦର ପ୍ରତି ୧୦ଗ୍ରାମ ପିଛା ୫୬ହଜାର ଟଙ୍କା ରହିଥିବା କୁହାଯାଉଛି। ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୫ହଜାରରୁ ଅଧିକ ଟଙ୍କା

ଏଫଡି ସୁଧହାରକୁ ବୃଦ୍ଧି କଲା ଷ୍ଟେଟ ବ୍ୟାଙ୍କ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମିଆଜୀ ଜମା ବା ଏଫ୍ଡି ଉପରେ ସୁଧରେ ୦.୨୫% ବୃଦ୍ଧି ଘୋଷଣା କରାଯାଇଛି। ବିଭିନ୍ନ ଅବଧିର ଏଫ୍ଡି ଉପରେ ସୁଧ ୦.୦୫%ରୁ ୦.୨୫% ପର୍ଯ୍ୟନ୍ତ ବଢ଼ିଛି। ଆଜିଠାରୁ ନୂତନ ସୁଧ ହାର ଲାଗୁ କରାଯାଇଛି। ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତର ଏଫ୍ଡି ଉପରେ ସୁଧ ହାର ବୃଦ୍ଧି

ବିଶ୍ୱ ଅର୍ଥନୀତିରେ ଭାରତ ପଞ୍ଚମ

ବିଶ୍ୱ ଅର୍ଥନୀତିରେ ଭାରତ ପୁଣିଥରେ ୫ମ ସ୍ଥାନ ଦଖଲ କରିଛି। ଭାରତ ଫ୍ରାନ୍ସକୁ ହଟାଇ ଆଗକୁ ବଢିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଭାରତର ବଜାର ପୁଞ୍ଜି ୩.୧୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଯାହା ଫଳରେ ଫ୍ରାନ୍ସ ତଳକୁ ଖସି ଥିବା ବେଳେ ବ୍ରିଟେନ ପୂର୍ବପରି ସପ୍ତମ ସ୍ଥାନ ବଜାୟ ରଖିଛି।

ବଜେଟ ପରେ ପରିବର୍ତ୍ତନ ହୋଇଛି କି ସୁନା ଦର?

ସ୍ଥିର ଅଛି ସୁନା ଦର, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ଅଛି  ରେଟ୍? ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୨,୪୦୦ ଟଙ୍କା ଓ ୫୭, ୧୬୦ ଟଙ୍କା ଛୁଇଁଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା

ଦରଦାମର ନିୟନ୍ତ୍ରଣ ପାଇଁ ୬.୫% କୁ ବୃଦ୍ଧି ହେଲା ସୁଧହାର

ଆହୁରି ବଢିଲା ରେପୋରେଟ । ଲଗାତାର ଷଷ୍ଠ ଥର ପାଇଁ ବଢିଲା ରେପୋରେଟ । ତେବେ ଏ ରେପୋରେଟ କଣ, କାହିଁକି ଏ ଲଗାତାର ବଢି ଚାଲିଛି ସାଧାରଣ ଜନତାଙ୍କ ମନରେ ଏ ପ୍ରଶ୍ନ ତ ନିହାତି ଉଙ୍କି ମାରୁଥିବ । ତେବେ ଏନେଇ ଆପାଣ ନିହାତି ଶୁଣିଥିବେ ଯେ ଆରବିଆଇ ତାର ରେପୋରେଟ ବଢାଇ ଦେଇଛି କି ଘଟାଇ ଦେଇଛି,

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତିରେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ, ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସଙ୍କୁ ମିଳିତ ଭାବେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ନୋବେଲ କମିଟି ଡେଭିଡ କାର୍ଡଙ୍କୁ ଶ୍ରମ ଅର୍ଥନୀତିରେ ତାଙ୍କର