ଖସୁଛି ଏଲଆଇସିର ସେୟାର ମୂଲ୍ୟ
ହିଣ୍ଡେନବର୍ଗ ରିପୋର୍ଟ ମାଡ଼ରେ ଏକଦା ବିଶ୍ବର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀ ଧରାଶାୟୀ ହୋଇପଡ଼ିଥିବା ବେଳେ, ଏହାର ପ୍ରଭାବରେ ତାଙ୍କ କମ୍ପାନିରେ ଟଙ୍କା ଲଗାଇଥିବା ଦେଶର ସର୍ବବୃହତ ଇନସ୍ୟୁରାନ୍ସ କମ୍ପାନି ଭାରତୀୟ ଜୀବନବୀମା ନିଗମ (ଏଲଆଇସି) ପ୍ରଭୂତ କ୍ଷତି ସହିଛି। ଜାତୀୟ ଗଣମାଧ୍ୟମର!-->…