ଅଗଷ୍ଟ ୧୫ରେ ଏସସିବି ମେଡିକାଲରେ ଇକମୋ ମେସିନର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ପହଞ୍ଚିଛି ଆଉ ୪ଟି ଇମକୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ୟାୟରେ ୯ଟି ମେସିନ ପହଞ୍ଚିଛି । ମଙ୍ଗଳବାର ସୁଦ୍ଧା ୫ଏକ୍ମୋ ଆସିଥିବାବେଳେ ବୁଧବାର ବାକିଥିବା ୪ଏକ୍ମୋ ଆସି ପହଞ୍ଚିବା ପରେ ଏକ୍ମୋ ସଂଖ୍ୟା ୯ରେ ପହଞ୍ଚିଛି। ଏପରିକି ଏହାର ଇନ୍ଷ୍ଟଲେସନ୍!-->…