Odia News Portal
Browsing Tag

Dr Krishan Kumar

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସେବାୟତଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ| ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା

ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କଲେ ପୂର୍ତ୍ତ ସଚିବ

ଭୁବନେଶ୍ବର: ପୂର୍ତ୍ତ ବିଭାଗ ସଚିବ କ୍ରିଷ୍ଣନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମେତ ଅନେକ ବରିଷ୍ଠ ଅଧିକାରୀ ଆଜି ସ୍ୱର୍ଗଦ୍ୱାର ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ପୂରା ହେବା ପୂର୍ବରୁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ ଯଥା: