Odia News Portal
Browsing Tag

Dl

ଜାଣନ୍ତୁ ଘରେ ବସି କେମିତି ଡାଉନଲୋଡ଼ କରିବେ ଗାଡ଼ି କାଗଜପତ୍ର

ଭୁୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଖୁସୀ ଖବର । ଏଣିକି ଘରେ ବସି ଗାଡିର ସମସ୍ତ କାଗଜପତ୍ର ଡାଉନଲୋଡ କରିପାରିବେ । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତି ହେଉଛି । ଏହି ସୁବିଧା ନୂଆ ବର୍ଷରୁ ଉପଲବ୍ଧ ହେବ । ପୋଲିସ

୩୦ ଅକ୍ଟୋବର ଯାଏଁ ବଢିଲା ଡିଏଲ ଏବଂ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଅବଧି

କଟକ : କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌), ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌), ଗାଡିର ପଞ୍ଜିକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତାକୁ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି । କେନ୍ଦ୍ର

ଆଜିଠୁ ଲର୍ଣ୍ଣିଂ ଲାଇସେନ୍ସ ଲାଗି ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ । ସକାଳ ୭ରୁ ରାତି ୧୦ ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ ଆବେଦନକାରୀ । ପରବିହନ ଆପ୍ରେ ବୁକିଂ କରିହେବ । ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ଥିଲା ସ୍ଲଟ୍ ବୁକିଂ । ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ

୭ଦିନରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

ଡ୍ରାଇଭିଂ ଲାଇସେନ୍ସକୁ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ୟୁପି ସରକାର । ଏହା ଦ୍ୱାରା ଆବେଦନ କରିବାର ମାତ୍ର ୭ ଦିନ ଭିତରେ ହିଁ ଆବେଦନକାରୀଙ୍କ ଘରେ ପହଞ୍ଚିଯିବ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ । ପରିବହନ ବିଭାଗର ଏଭଳି ୨୪ ଟି ସେବାକୁ ଶେଷ କରିବା…

ଏଣିକି ନିୟମ ଭାଙ୍ଗିଲେ ବାତିଲ ହେବ DL

ଭୁବନେଶ୍ୱର() ଦେଶ ଓ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ସଡ଼କ ଦୁର୍ଘଟଣାରେ ଜୀବନହାନି କୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । କିନ୍ତୁ କେତେ ଜଣ ଅମାନିଆ ରହିଛନ୍ତି ଯେଉଁମାନେ ଟ୍ରାଫିକ ନିୟମକୁ ବେଖାତିର କରୁଛନ୍ତି । କିନ୍ତୁ ଏପରି ଏବେ ଚଳିବ ନାହିଁ । ଏହାରି…