ବିଶ୍ବାସଘାତକତା କରିଥିବା ଦଳକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ : ଦିଲ୍ଲୀପ
ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଗତ ଡିସେମ୍ବର ମାସରେ ବିଜେପି ଛାଡିଥିବା ଦିଲ୍ଲୀପ ରାୟ କହିଛନ୍ତି ଯେ ସେ ଏବେ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି । କେଉଁ ଦଳକୁ ଯିବେ ତାହା ନିଷ୍ପତ୍ତି କରିପାରୁନାହାନ୍ତି । ତେବେ ବିଜେପି ଆଡକୁ ଇଙ୍ଗିତ କରି କହିଛନ୍ତି…