ରାଜଧାନୀବାସୀଙ୍କୁ ମିଳିବ ସ୍ମାର୍ଟ ଆଡ୍ରେସ୍
ଭୁବନେଶ୍ୱର:ରାଜଧାନୀବାସୀଙ୍କୁ ମିଳିବ ଡିଜିଟାଲ୍ ଡୋର୍ ନମ୍ବର|ରାଜଧାନୀବାସୀଙ୍କୁ ସ୍ମାର୍ଟ ଆଡ୍ରେସ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍ସି । ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍ ଡୋର୍ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇ ଯାଇଛି । ସାଧାରଣତଃ ଘର ଠିକଣା!-->…