Odia News Portal
Browsing Tag

dhenkanal

ତୃତୀୟ ଲହର ପୂର୍ବରୁ କୋଭିଡ ସମୀକ୍ଷା କଲେ ଢ଼େଙ୍କାନାଳ ଜିଲ୍ଲାପାଳ

ଢ଼େଙ୍କାନାଳ: ଜିଲ୍ଲା କାର୍ୟ୍ୟାଳୟର ଓସୱାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ କୋଭିଡ଼ ପରିଚାଳନାର ସମୀକ୍ଷା କରିଛନ୍ତି । ଆଗାମୀ ଦିନରେ ଶିଶୁମାନେ କୋଭିଡରେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ନିଜର ପିଲାମାନଙ୍କ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ

ଜିଲ୍ଲାପାଳଙ୍କୁ ଭେଟିଲେ ଢ଼େଙ୍କାନାଳ ଏନଏସି ୩ ନମ୍ବର ୱାର୍ଡର ଲୋକେ

ଢେଙ୍କାନାଳ :ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଲୋକେ । ଢ଼େଙ୍କନାଳ ୱାର୍ଡ ନମ୍ବର ୩ର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପ୍ରାଇମେରୀ ହେଲଥ ସେଣ୍ଟର ଖୋଲିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ୯୦ଦଶକରେ ଏଠାରେ ଏକ ହେଲଥ ସେଣ୍ଟର ଖୋଲିଥିଲା ଯାହାକି ସ୍ଥାନୀୟ

ଭକ୍ତଙ୍କ ମନସ୍କାମନା ନେଇ ଚିଣ୍ଟୁ ବାବାଙ୍କ ପୁରୀ ଗସ୍ତ

ଢ଼େଙ୍କାନାଳ: ଆଜିଠୁ ଖୋଲିଛି ଶ୍ରୀମନ୍ଦିର । ସେବାୟତଙ୍କ ପରିବାର ଦର୍ଶନ କରିବେ ମହାପ୍ରଭୁଙ୍କୁ । ତେବେ ଏହି ଅବସରରେ ପୁରୀ ଗସ୍ତରେ ବାହାରିଛନ୍ତି ଢ଼େଙ୍କାନାଳ ଦୀନକୃଷ୍ଣ ଦାସ ସାଧନା ପୀଠର ଶରଥାର୍ଥୀ ଚିଣ୍ଟୁ ବାବା । ଭକ୍ତଙ୍କ ମନସ୍କାମନା ଲାଗି ବାବା ପୁରୀ ଗସ୍ତରେ ବାହାରିଛନ୍ତି । ଏହି

ଭିଜିଲାନ୍ସ ପଞ୍ଝାରେ ପିଇଓ

ଢ଼େଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରେଜୋଳି ପଂଚାୟତର ପିଇଓ ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସେ ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିଲା ବେଳେ ଆୟ ବହିର୍ଭୁତ

ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମାନନୀୟ ସାଂସଦ

ଢେଙ୍କାନାଳର ଶାଇ କୃପା ଆବାସିକ ମହାବିଦ୍ୟାଳୟର +2 ରେ ସମଗ୍ର ଢେଙ୍କାନାଳର ସର୍ବୋଚ୍ଚ ନମ୍ବର(୫୮୮) ରଖି ଜିଲ୍ଲା ପାଇଁ ଆଣିଥିବା ଗର୍ବ ପାଇଁ ଅନିନ୍ଦିତା ମହାନ୍ତି ଙ୍କୁ ଢେଙ୍କାନାଳ ଓ ଅନୁଗୁଳ ର ସାଂସଦ ଶ୍ରୀଯୁକ୍ତ ମହେଶ କୁମାର ସାହୁ ଉତ୍ତରୀ ଓ ଫୁଲ ତୋଡ଼ା ଦେଇ

କରୋନା ଯୁଦ୍ଧରେ ହାରିଗଲେ ଯୁବ ସମାଜସେବୀ

ଢ଼େଙ୍କାନାଳ: ମହାମାରୀ ସମୟରେ ଲୋକଙ୍କ ପାଖକୁ ଯାଉଥିଲେ । ସଚେତନତା କରାଇବା ସହ ବିଭିନ୍ନ ଖାଦ୍ୟ ପଦାର୍ଥ ବାଣ୍ଟୁଥିଲେ । କିନ୍ତୁ ଶେଷରେ କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଛାଖଣ୍ଡି ଗାଁର ଯୁବ ସମାଜସେବୀ ଲାଲିପ କୁମାର ବେହେରାଙ୍କ ଦେହାନ୍ତ

ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା

ଆଜି ଜିଲ୍ଲା କାର୍ଯ୍ୟଳୟସ୍ଥ ସଦ୍ଭାବନା ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ପ୍ରତି ଜିଲ୍ଲାରେ କୋରନା ପଜିଟିଭିଟି ସଂଖ୍ୟା ପ୍ରାୟ ସ୍ଥିର ରହୁଥିବାରୁ , ସଂକ୍ରମଣ ଯେପରି ବୃଦ୍ଧି ନ ଘଟେ ସେଥି ପାଇଁ

ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଣ୍ଟାମାଳ ଗାଁରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଶନିବାର ଜଣାପଡିଛି। ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲୀ ବାରହା ପାଇଁ ବିଛା ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ

ସ୍ତ୍ରୀର ଅନୈତିକ ସମ୍ପର୍କ ସନ୍ଦେହରେ ହତ୍ୟା

ଢ଼େଙ୍କାନାଳ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ୱାମୀ । ପରପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ଲୁହାରନରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଢ଼େଙ୍କାନାଳ ଟାଉନ ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ମୃତ ମହିଳାଙ୍କ ନାଁ ମମତା ବେହେରା । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ

ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ

ଢ଼େଙ୍କାନାଳ: ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ସୁଦ୍ଧା ଚେତୁନାହାଁନ୍ତି ନରରାକ୍ଷସ । ତେବେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଢ଼େଙ୍କାନାଳ ଜିଲ୍ଲା ସଦର ଥାନା