ରିଲିଜ୍ ହେଲା ଫିଲ୍ମ ‘ଧମାକା’ ର ଟ୍ରେଲର
ନୂଆଦିଲ୍ଲୀ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ଫିଲ୍ମ ‘ଧମାକା’ ର ଟ୍ରେଲର ରିଲିଜ୍ ହୋଇଛି । ଏଥିରେ କାର୍ତ୍ତିକଙ୍କର ଟ୍ରାନ୍ସଫରମେସନ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ । ସବୁଠାରୁ ଖାସ୍ କଥା ହେଉଛି ରୋମାଣ୍ଟିକ, କମେଡି ଉପରେ!-->…