ବାହାବେଦୀ ବଦଳରେ ମଶାଣୀ ଗଲା ବର
ଭଦ୍ରକ: ଲଗ୍ନ ସରିଥିଲା । ନିମନ୍ତ୍ରଣ ପତ୍ର ବି ବଂଟା ହୋଇଥିଲା । ଆଜି ବାହା ବେଦୀରେ ବସିଥାନ୍ତା ବର । ଦାଣ୍ଡ ଦୁଆରେ ଯୋଡି ନାଗରା ଆଉ ଶୁଭବିବାହର ଚିତ୍ର ବି ଅଙ୍କା ହୋଇଥିଲା । ହେଲେ ନିମିଶକେ ସବୁ କିଛି ଛାରଖାର କରିଦେଲା କରୋନା । ବାହୁନି କାନ୍ଦୁଛି ମା , ଛାତିର କୋହକୁ ଚାପି ପାରୁନି!-->…