କେମିତି ପାଇବେ ରୂପି ସମସ୍ୟାରୁ ମୁକ୍ତି
ସ୍ୱାସ୍ଥ୍ୟ ପାଇଁ ରସୁଣ ଖୁବ୍ ଲାଭଦାୟକ ହୋଇଥାଏ। ରସୁଣରେ ଅନେକ ପ୍ରକାରର ଆୟୁର୍ବେଦିକ ଗୁଣ ରହିଛି। ଏହା ଶରୀର ସହ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ଔଷଧ ଭଳି କାମ କରେ। ଶୀତଦିନେ ଚୁଟିରେ ରୁପି ସମସ୍ୟା ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଦେଖାଦିଏ। ଏଥିରୁ ମୁକ୍ତି ପାଇବାକୁ ଲୋକମାନେ ଭିନ୍ନ!-->…