ମପା ହେବ ହୀରାକୁଦ ଜଳ ଭଣ୍ଡାର
ମପାଯିବ ହୀରାକୁଦ ଜଳଭଣ୍ଡାରର ଗଭୀରତା । ବିଶ୍ୱର ସର୍ବବୃହତ ମାଟିବନ୍ଧ ଗଭୀରତା ଓ ପଟୁ ମାଟି ମପାଯିବ । ଏନେଇ ସରକାରୀ ସ୍ତରରେ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ମହାନଦୀର ଜଳ ବିବାଦ ଟ୍ରିବୁନାଲରେ ଥିବା ବେଳେ ହୀରାକୁଦ ଡ୍ୟାମର ଗଭୀରତା ଓ ପଟୁ ମାଟି ମାପିବା!-->…