Odia News Portal
Browsing Tag

Cyclone

ବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ୱର () ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ସକାଳେ ବାତ୍ୟାରେ ପରିଣତ ହେବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଏହା ପୂର୍ବ…

ବିପର୍ୟ୍ୟୟ ମୁକାବିଲାରେ ଓଡ଼ିଶା ପାଇଛି ଗ୍ଲୋବାଲ ବେଞ୍ଚମାର୍କ

ଭୁବନେଶ୍ୱର()  ୧୧୯୯ ମସିହା ମହାବାତ୍ୟାକୁ ଅଜି ପୁରିଛି ୨୦ ବର୍ଷ । ସେହି ବର୍ଷ ଠିକ ଆଜିର ଦିନରେ ଓଡିଶାରେ ଘଟିଯାଇଥିବା ମହାବାତ୍ୟାର ଯନ୍ତ୍ରଣା ଏବେବି ଲୋକଙ୍କ ମନରୁ ଯାଇ ନାହିଁ । ଏଥିପାଇଁ ଆଜି ଭୁବନେଶ୍ୱରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ୟ୍ୟୟ ହ୍ରାସ ଦିବସ ପାଳନ…

ପୁଣି ଆସୁଛି ବାତ୍ୟା ବାୟୁ

ପୁଣି ଆସୁଛି ବାତ୍ୟା ବାୟୁ । ଲାକ୍ଷାଦ୍ୱୀପ ନିକଟ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟ ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପ୍ରଭାବରେ କେରଳ, କର୍ଣ୍ଣାଟକରେ ଜୋରରେ…

ମାଡିଆସୁଛି ସାମୁଦ୍ରିକ ଝଡ଼ ‘ଫାନୀ’

ବାତ୍ୟା ‘ଫାନି’ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ବାତ୍ୟା ‘ଫାନି’ ଆନ୍ଧ୍ର ମଛଲିପଟନମ୍ଠାରୁ ୧୨୩୦ କିମି ଦୂରରେ ରହିଛି । ଓଡିଶାରୁ ପ୍ରାୟ ୧୫୦୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି ବାତ୍ୟା ‘ଫାନି’ ।୧ ତାରିଖ ସୁଦ୍ଧା…

ଡ଼ିପ୍ରେସନ୍ ରୂପ ନେଲା ‘ଫାନୀ’

ଆସନ୍ତା ୩୬ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବ ‘ଫାନୀ’ ବୋଲି ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତି କରିବ ବାତ୍ୟା । ତେବେ ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି ବୋଲି କହିଲେ ପାଣିପାଗ ବିଭାଗ । କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା…