Odia News Portal
Browsing Tag

Cyclone

ପାରାଦୀପ ଠାରୁ ମାତ୍ର ୯୬୦ କିମି ଦୂରରେ ଅମ୍ଫନ

ଭୁବନେଶ୍ୱର()ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ‘ଅମ୍ଫନ’ ଅତି ଭୀଷଣ ବାତ୍ୟାରେ ପରିଣତ ହେଲାଣି । ଗତ ୬ ଘଣ୍ଟା ଧରି ୫ କିମି ବେଗରେ ବାତ୍ୟା ଗତି କରୁଛି । ପାରାଦୀପ ଠାରୁ ମାତ୍ର ୯୬୦ କିମି ଦୂରରେ ଥିବା ଅମ୍ଫନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବାତ୍ୟାର ରୂପ ନେଇପାରେ । ଧୀର ବେଗରେ…

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଲା ବାତ୍ୟା ଅମ୍ଫାନ

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା…

ବେଙ୍ଗଲ ଉପକୂଳକୁ ଯାଇପାରେ ବାତ୍ୟା

ଭୁବନେଶ୍ବର() ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ସିମାନ୍ତରେ ଲାଣ୍ଡଫଲ।କରିବା ସମ୍ଭାବନା ରହିଛି ।ତେବେ ଏହି ବାତ୍ୟା ବେଙ୍ଗଲ ଉପକୂଳକୁ ଯିବାକୁ ଅଧିକ ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ସେ କହିଛନ୍ତି ଏଥି ଲାଗି ରାଜ୍ୟ ସରକାରଙ୍କ ତରଫରୁ…

ଅବପାତର ରୂପ ନେଲା ଅମ୍ପାନ୍

ଭୁବନେଶ୍ୱର() ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଅମ୍ପାନ୍ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାତ୍ୟାର ରୂପ ନେବ । ତେବେ ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୧ଶହ କିଲୋମିଟର ଦୂର ଓ ଦୀଘାଠାରୁ ୧୨ଶହ ୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି । ପରବର୍ତୀ ୧୨ଘଂଟାରେ ଏହା ସିଭିୟର ସାଇକ୍ଲୋନିକ…

ବଳ ଗୋଟାଉଛି ସାମ୍ଭାବ୍ୟ ବାତ୍ୟା!

ଭୁବନେଶ୍ୱର() ବଙ୍ଗୋପସାଗରରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲଘୁଚାପର ରୂପ ନେଇଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ ବୋଲି ଆକଳନ କରାଯାଉଛି । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ସ୍ପର୍ଶ କରିବାର ଆଶଙ୍କା ରହିଛି । ଆସନ୍ତା ୧୯…

ୱେଲମାର୍କ-ଲୋ-ପ୍ରେସର ରୁପ ନେଲା ଲଘୁଚାପ

ଭୁବନେଶ୍ୱର() ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୁତ ହେଉଛି । ଏହି ଲଘୁଚାପ ବଳୟ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତି ଅଂଚଳରେ ୱେଲମାର୍କ-ଲୋ-ପ୍ରେସର ରୁପ ନେଇଛି । ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୁପ…

୧୯ରେ ଓଡିଶା ଆସିବ ବାତ୍ୟା !

ଭୁବନେଶ୍ୱର() ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଏହାପରେ ଆହୁରି ଘନୀଭୂତ ହୋଇ ଭୀଷଣ କିମ୍ବା ଅତି ଭୀଷଣ ବାତ୍ୟାରେ…

୧୬ରେ ନେଇପାରେ ସାଇକ୍ଲୋନିକ୍‌ ଷ୍ଟର୍ମର ଆକାର

ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବା ସମ୍ଭବନା ରହିଛି। ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ଲଘୁଚାପ । ୧୫ ତାରିଖରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ଏନେଇ…

୧୬ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ଆଶଙ୍କା

ଭୁବନେଶ୍ୱର()  ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ଏକ ଲଗୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୧୬ତାରିଖ ସନ୍ଧ୍ୟା…

୨୭ରେ ଜଣାପଡିବ ଗତି କୁଆଡେ?

ଭୁବନେଶ୍ୱର() ଓଡିଶା ଉପରେ ଏବେ ଆଉ ଏକ ବାତ୍ୟାର କଳାବାଦଳ । ଗତ ବର୍ଷ ଠିକ ଏହି ମେ ମାସରେ ବାତ୍ୟା ଫନି ରାଜ୍ୟରେ ରଚିଥିଲା ତାଣ୍ଡବ । କରିଥିଲା ବ୍ୟାପକ କ୍ଷୟକ୍ଷତି । ମାସ ମାସ ଧରି ହୋଇଥିଲା ରାସ୍ତା ଘାଟ ଠପ ତ ଅନ୍ଧାରରେ ଥିଲା ରାଜ୍ୟର ୯୦ ପ୍ରତିଶତ ଅଂଚଳ । ଲୋକେ ଏଯାଏ ଫନିକୁ…