Odia News Portal
Browsing Tag

Cyclone

ପୁଣି ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର() କରୋନା ସଙ୍କଟ ବେଳେ ଲୋକଙ୍କ ଉପରେ ଦାଉ ସାଜୁଛି ବାତ୍ୟା । ଅମ୍ଫାନ ଯିବା ପରେ ଆରବସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଆସନ୍ତାକାଲି ଏହି ଲଘୁଚାପ ଅବପାତରେ ପରିଣତ ହେବ ବୋଲି ଆଇଏମଡି ସୂଚନା…

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର() ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଘଣ୍ଟା ଧରି ଚାଲିବ ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଅମ୍ଫନର ସମ୍ମୁଖ ଭାଗ ଏବେ ପ୍ରବେଶ କରୁଛି । ସୁନ୍ଦରବନରେ ବାତ୍ୟା ଅମ୍ଫନ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି ।…

୮ରେ ଲ୍ୟାଣ୍ଡଫଲ୍ କରିବ ଅମ୍ପାନ

ଭୁବନେଶ୍ବର()  ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ଆଗାମୀ ଦୁଇ ଘଣ୍ଟା ଭିତରେ ପରାରାଦ୍ୱୀପ ଅତିକ୍ରମ କରିବ ବାତ୍ୟା । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା…

ତାଳଚୁଆ ମେରାଇନର ସ୍ଥିତି ସମୀକ୍ଷା କଲେ ଡିଆଇଜି ଆଶିଷ ସିଂ

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଉପକୂଳ ମୁହାଁ ହେଉଛି ଅମ୍ପନ । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ଏଭଳି…

ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ଅମ୍ଫନ

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ମହାବାତ୍ୟା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୟଙ୍କର…

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ ଏହିସବୁ ଜିଲ୍ଲାରେ ରହିବ ଅମ୍ଫାନର ପ୍ରଭାବ…

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମୁଦ୍ର ମଧ୍ୟରେ ଥିବାବେଳେ ଅମ୍ଫାନର ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୩୦ କିଲୋମିଟର ଓ ଏହାର ଉଚ୍ଚତା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି। ସେହିପରି ମହାବାତ୍ୟା ଅମ୍ଫାନର ପରିଧି ୧୨୦ କିଲୋମିଟର ପର୍ଯ୍ୟନ୍ତ…

ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର() ଅମ୍ପାନ ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି । ସେପଟେ, ବାତ୍ୟାକୁ…

ସମୁଦ୍ର ଭିତରେ ଅମ୍ଫନ ନେଲା ମହାବାତ୍ୟାର ରୂପ

ନୂଆଦିଲ୍ଲୀ() ସମୁଦ୍ର ଭିତରେ ଅମ୍ଫନ ମହାବାତ୍ୟାର ରୂପ ନେଇଛି । ସକାଳ ସାଢ଼େ ୧୧ଟାରେ ମହାବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ସମୁଦ୍ର ଭିତରେ ଘଣ୍ଟାକୁ ୨୩୦ କିଲୋମିଟର ବେଗରେ ପବନ ବହୁଛି । ଏହାସହ ଘଣ୍ଟାକୁ ୮କିଲୋମିଟର ବେଗରେ…

ଦକ୍ଷିଣକୁ ଅନେଇଛି ଅମ୍ପାନର ଆଖି, ଦେଖନ୍ତୁ ଚିତ୍ର

ଭୁବନେଶ୍ବର() ଭୀଷଣ ବାତ୍ୟାର ରୁପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏହା ଘଂଟାକୁ ୧୩ କିଲୋମିଟର ବେଗରେ…

ଦୀଘା ଓ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର() ବାତ୍ୟା ‘ଅମ୍ଫାନ’କୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ପ୍ରଦୀପ ଜେନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପଠାରୁ ୯୬୦ କିମି ଦୂରରେ ରହିଛି ଅମ୍ଫାନ । ଏବେ ବାତ୍ୟା ଉତ୍ତର ଦିଗରେ ଗତି କରୁଥିବା ବେଳେ ଆଗାମୀ ୨୪ ଘଣ୍ଟାରେ…