Odia News Portal
Browsing Tag

Cyclone

ବାତ୍ୟା ‘ଗୁଲାବ’ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଯାହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ବର୍ଷା ଓ ଘଡଘଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ

ବ୍ରହ୍ମପୁର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରୀକ ବାତ୍ୟାର ରୂପ ନେଇଛି । ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏହା ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଉଛି । ତେବେ

ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଓଡ଼ିଶାକୁ ଗ୍ରାସ କରୁଛି । ଉତ୍ତର ଓ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ପାଲଟି ଯାଇଥିବାରୁ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ ବିଭାଗ ବାତ୍ୟା ସତର୍କ ସୂଚନା ଜାରି

ବାତ୍ୟା ପ୍ରଭାବିତଙ୍କୁ ସହଯୋଗର ହାତ ବଢ଼ାଇଲା ‘ଦି ହ୍ୟୁମାନିଟି ଏକ୍ସପ୍ରେସ୍ ଫାଉଣ୍ଡେସନ’

ବାଲେଶ୍ୱର: ଚାଲିଯାଇଛି ବାତ୍ୟା ୟାଶ୍ । ହେଲେ ଛାଡ଼ି ଚାଲିଯାଇଛି ଚିହ୍ନ । ଲୋକେ ଘରଦ୍ୱାର ହରାଇବା ସହ ବହୁ ସମ୍ପତି ହରାଇଛନ୍ତି । ତେବେ ଏଭଳିସ୍ଥଳରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି ‘ଦି ହ୍ୟୁମାନିଟି ଏକ୍ସପ୍ରେସ୍ ଫାଉଣ୍ଡେସନ’ । ବାଲେଶ୍ୱର ସଦର ପାରିକ ପଞ୍ଚାୟତର ଗୋକୁଳଳପୁର ବତିଶିମାଣିଆର

ଓଡିଶାକୁ କେନ୍ଦ୍ରର ବନ୍ୟା ସହାୟତା ଘୋଷଣା

ନୂଆଦିଲ୍ଲୀ() ଓଡିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ବାତ୍ୟା ‘ଅମ୍ପାନ’, ନିସର୍ଗ ସହ ବାତ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା ହୋଇଛି । ୬ ରାଜ୍ୟକୁ କେନ୍ଦ୍ରର ୪୩୮୧.୮୮ କୋଟିର ଅତିରିକ୍ତ ସହାୟତା ରାଶି ଘୋଷଣା ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଆସୁଛି ଆଉ ଏକ ବାତ୍ୟା !

ଭୁବନେଶ୍ୱର () ଲଘୁଚାପ ବର୍ଷା ଏଯାଏଁ ଛାଡିନି, ଆଣ୍ଡାମାନ ସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପାଇଁ…

ପୁଣିବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ୱର() ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଏହା ବାତ୍ୟାର ରୂପ ନେଲେ ଏହାର ନାମ ‘ଗତି’ ରହିବ । ବାତ୍ୟାରେ ପରିଣତ ହେଲେ ଏହାର ପ୍ରଭାବ ‘ଅମ୍ଫାନ’ ଠାରୁ ବହୁତ୍ କମ ରହିବ ବୋଲି ପାଣିପାଗ…

ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ନିସର୍ଗ’

ମୁମ୍ବାଇ() ଭୀଷଣ ବେଗରେ ଉପକୁଳ ମୁହାଁ ହେଉଛି ଆରବସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନ ନିସର୍ଗ । ଆଜି ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ନିସର୍ଗ’ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ…

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ନିସର୍ଗ

ନୂଆଦିଲ୍ଲୀ() ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା । ଆଜି ଗୁଜରାଟ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ନିସର୍ଗ । ସ୍ଥଳଭାଗ…

୧୨ ଘଣ୍ଟାରେ ଗଭୀର ଅବପାତ ହେବା ଆଶଙ୍କା

ନୂଆଦିଲ୍ଲୀ() ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ହେବା ଆଶଙ୍କା ରହିଛି । ପରବର୍ତ୍ତୀ ୨୪…