Sign in
Sign in
Recover your password.
A password will be e-mailed to you.
Browsing Tag
Cyclone yaas update
ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା
ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ତାଣ୍ଡବ ଲୀଳା ରଚିଛି ବାତ୍ୟା ୟାସ୍ । ସମ୍ଭାବ୍ୟ ବାତ୍ୟା କାରଣରୁ ବିଭିନ୍ନ କ୍ଷୟକ୍ଷତି ହୋଇଥିବା ସମୟରେ ୨ଜଣଙ୍କ ଜୀବନ ମଧ୍ୟ ଚାଲି ଯାଇଛି ।ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ମୁଖ୍ୟ ଶାସନ!-->…
ଉପକୂଳ ଓଡିଶା ଛାରଖାର କଲା ୟାସ୍
ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଛି । ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି ।!-->…
‘ୟାସ୍’ର ଲ୍ୟାଣ୍ଡଫଲ: ବାଲେଶ୍ଵର,ଭଦ୍ରକରେ ବଢ଼ିଲା ପବନର ବେଗ
ଭୁବନେଶ୍ୱର: ବାତ୍ୟା ୟାସ୍ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୩ରୁ ୪ ଘଣ୍ଟା ଲାଗିବ । ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ କରୁଛି ୟାସ । ସକାଳ ୯ଟାରୁ ଏହି ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା!-->…
ଧାମରା ଠାରୁ ୪୦ କିମି ଦୂରରେ ବାତ୍ୟା ୟାସ୍
*ଧାମରା ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ।
*ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ବ୍ୟାପକ କ୍ଷୟକ୍ଷତି ।
*ବଢ଼ିଲା ବାଲେଶ୍ବରବାସୀଙ୍କ ଭୟ ।
୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ’ ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’ ଆହ୍ୱାନକୁ ସାକାର କରିବା ପାଇଁ ନିଆଯାଇଥିବା ସମସ୍ତ!-->…
ମାଡି ଆସୁଛି ୟସ୍: ଏସଆରସିଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା
ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟସ୍ । ତେବେ ବାତ୍ୟା ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସଆରସିଙ୍କ କହିବା ଅନୁଯାୟୀ,ଏବେ ପର୍ଯ୍ୟନ୍ତ ୨ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ସରିଛି । ଭିତରକନିକା, ଚାନ୍ଦବାଲି, ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ!-->…
ଓଡ଼ିଶା ରେଡକ୍ରସକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ
ନୂଆଦିଲ୍ଲୀ/ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ୟଶ୍’ ପାଇଁ ନିରନ୍ତର ଉଦ୍ୟମ ଜାରୀ ରଖିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ଇଣ୍ଡିଆନ ରେଡ଼୍ କ୍ରସ୍ ସୋସାଇଟି(ଆଇଆରସିଏସ) ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲଙ୍କ ସହ କଥା!-->…
ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାଲେଶ୍ବର ଦାୟିତ୍ଵ
ଭୁବନେଶ୍ୱର: ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ବର ଦାୟିତ୍ଵ । ବାଲେଶ୍ବର ଯିବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହି ଶକ୍ତିମନ୍ତ୍ରୀ ବାତ୍ୟା ସ୍ଥିତି ଉପରେ ନଜର ରଖିବେ । ଆଇଏମ୍ଡିର ସୂଚନା ମୁତାବକ!-->…